ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି, ଅଭ୍ୟାସ ସମୟରେ ବଲ ବାଜି ଜଣେ ବୋଲର ଆହତ ହୋଇଛନ୍ତି । ନେଟରେ ବୋଲିଂ କରୁଥିବାବେଳେ ବଲ ମୁହଁରେ ବାଜି ମୁହଁରୁ ରକ୍ତ ବାହାରିବା ସହ ସେହି ଖେଳାଳିଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ଖେଳାଳି ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ସାହିଲ ପାରଖ । ଶନିବାର ଅପରାହ୍ନରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।
Read More >