ଟସ୍ ଜିତି ଫିଲଡିଂ କରିବାକୁ ନିଉଜ଼ଲାଣ୍ଡର ନିଷ୍ପତ୍ତି ,18 ଓଭର ଶେଷସୁଦ୍ଧା ବିନା କୌଣସି ଉଇକେଟ ହରାଇ 151 ରନ ସଂଗ୍ରହ କରିଛି ଭାରତ
Khabar Odisha:Shubman-Rohit-slam-fifties-in-blazing-start
ଖବର ଓଡିଶା : 24/01/2023:

ଭାରତ ଏବଂ ନିଉଜ଼ଲାଣ୍ଡ ମଧ୍ୟରେ ହେଉଥିବା ତୃତୀୟ ଦିନିକିଆ ମ୍ୟାଚ ରେ ନିଉଜ଼ଲାଣ୍ଡ ଅଧିନାୟକ ଟମ ଲଥାମ ଟସ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି | ସଦ୍ୟତମ ସୂଚନା ମୁତାବକ ଭାରତ ପ୍ରଥମେ ବ୍ୟାଟିଂ କରି 18 ଓଭର ଶେଷସୁଦ୍ଧା  ବିନା କୌଣସି ଉଇକେଟ  ହରାଇ 151 ରନ ସଂଗ୍ରହ କରିଛି | ରୋହିତ ଶର୍ମା 78 ଏବଂ ଶୁବମନ ଗିଲ 69 ରନ ସଂଗ୍ରହ କରିଛନ୍ତି | ପୂର୍ବ ମ୍ୟାଚ ଭଳି ଏଥର ମଧ୍ୟ ଶୁବମନ ରେକର୍ଡ କରିବେ ବୋଲି ଆଶା |

Subscribe

National International State Sports Entertainment