ଟେସଲା ଏବଂ ଏକ୍ସ ଭଳି କମ୍ପାନୀର ସିଇଓ ଏଲୋନ ମସ୍କ ତାଙ୍କର ଅଜବ କାରନାମା ପାଇଁ କତେ ଲୋକପ୍ରିୟ ଏହା ଆମେ ସମସ୍ତେ ଜାଣିଛେ । ଯଦିଓ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ, ତାଙ୍କର ଅନେକ କାମ ଆଲୋଚନାର କାରଣ ପାଲଟିଥାଏ। ଏବେ ଏଲୋନ ମସ୍କ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଆପଣଙ୍କୁ ବିଶ୍ବାସ ଲାଗୁନଥିଲେ ବି ଏହା ସତ । ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ନାମ ପରିବର୍ତ୍ତନ କରିଛନ୍ତି ।
Read More >