ଅସମ-ମେଘାଳୟ କ୍ୟାଡରର IPS ଅଫିସର ସଞ୍ଜୁକ୍ତା ପରାଶରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ର ଖାସ୍ ୟୁନିଟ୍ 'କୋବ୍ରା' (CoBRA) ର ଆଇଜି (IG) କରାଯାଇଛି। ସେ ଏହି ୟୁନିଟ୍ରେ ଇଞ୍ଚାର୍ଜ ଭାବେ ନିୟୋଜିତ ହୋଇଥିବା ପ୍ରଥମ ମହିଳା ଅଫିସର। ଏହି ନିଯୁକ୍ତିର ଆନୁଷ୍ଠାନିକ ଆଦେଶ ସାମ୍ନାକୁ ଆସିବା ପରଠାରୁ ଯେତିକି ଆଲୋଚନା ଏହି ଅଫିସରଙ୍କୁ ନେଇ ହେଉଛି, ସେତିକି ହିଁ CRPF ର କୋବ୍ରା ୟୁନିଟ୍କୁ ନେଇ ମଧ୍ୟ। ଆସନ୍ତୁ, ଏହି ଆଲୋଚନା ବାହାନାରେ ଜାଣିବା ଯେ CRPF ର କୋବ୍ରା ୟୁନିଟ୍ କ’ଣ କ’ଣ କାମ କରେ? କିପରି ତିଆରି ହୁଅନ୍ତି କୋବ୍ରା କମାଣ୍ଡୋ? କେଉଁ କେଉଁ ମିଶନ୍ରେ ଭାଗ ନେଇଛନ୍ତି? ଏହି ଖାସ୍ ୟୁନିଟ୍ର ଗଠନ କେବେ ହୋଇଥିଲା? ସରକାରଙ୍କ ଲକ୍ଷ୍ୟ କ’ଣ ଥିଲା?
Read More >