ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୋସିଆଲ ମିଡିଆରେ ଭାଇରାଲ ମିଥ୍ୟା ଦାବିକୁ ଖାରଜ କରିଛି, ଯେଉଁଥିରେ କୁହାଯାଇଥିଲା ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ନିକଟରୁ ସାମରିକ ସହାୟତା ମାଗିଛି। MEA ଏହି ଦାବିଗୁଡ଼ିକୁ 'ଫେକ୍ ନ୍ୟୁଜ୍' ଏବଂ 'ମନଗଢ଼ା' ବୋଲି କହିଛି। ମନ୍ତ୍ରଣାଳୟ ଲୋକମାନଙ୍କୁ ଏଭଳି ବିଭ୍ରାନ୍ତିକର ପୋଷ୍ଟ ପ୍ରତି ସତର୍କ ରହିବାକୁ ଅପିଲ୍ କରିଛି।
Read More >