୩୯ ଦିନର ଯୁଦ୍ଧ ଏବଂ ପ୍ରାୟ ୪୦ ବିଲିୟନ ଡଲାର ଖର୍ଚ୍ଚ ପରେ ଆମେରିକା ଓ ଇରାନ ମଧ୍ୟରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ହୋଇଛି। ତେବେ ଏହି ବୁଝାମଣାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ସମାଲୋଚନାର ଶିକାର ହୋଇଛନ୍ତି। ୟୁରାନିୟମ୍ ପ୍ରସଙ୍ଗରେ କୋହଳ ମନୋଭାବ, ହୋର୍ମୁଜ୍ ପ୍ରଣାଳୀରେ ଇରାନର ଏକଚାଟିଆ ଆଧିପତ୍ୟ ଏବଂ ସହଯୋଗୀ ଦେଶଙ୍କୁ ଅଣଦେଖା କରିବା ଭଳି କାରଣ ଯୋଗୁଁ ଏହାକୁ ଆମେରିକାର 'ଆତ୍ମସମର୍ପଣ' ବୋଲି କୁହାଯାଉଛି। ଇରାନ ଏବେ ନିଜ ସର୍ତ୍ତରେ ବୁଝାମଣା କରି ଶକ୍ତିଶାଳୀ ସ୍ଥିତିରେ ଥିବା ବେଳେ ଟ୍ରମ୍ପ ଏହାକୁ ଆମେରିକାର ବିଜୟ ବୋଲି ଦର୍ଶାଇଛନ୍ତି।
Read More >