ହାପି ବାର୍ଥ ଡେ ସିଦ୍ଧାର୍ଥ ମଲହୋତ୍ରା
Khabar Odisha:Happy-Birthday-Siddhartha-Malhotra
ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା):

ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ଜାଗା ସୃଷ୍ଟି କରିପାରିଥିବା ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଜି ଜନ୍ମଦିନ । ୨୨ବର୍ଷରୁ ଅଭିନୟ ଦୁନିଆରେ ପାଦ ଥାପିଥିବା ସିଦ୍ଧାର୍ଥଙ୍କୁ ଆଜି ୩୬ବର୍ଷ ପୁରିଛି ।

ପ୍ରଥମେ ମଡେଲିଙ୍ଗ ଓ ତା’ପରେ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ମାଧ୍ୟମରେ ବଲିଉଡ଼୍‌ରେ ନିଜ କ୍ୟାରିୟର ଆରମ୍ଭ କରିବା ପର୍ଯ୍ୟନ୍ତ ବେଶ୍ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାର୍ଥ । ଆଜି ତାଙ୍କର ଜନ୍ମଦିନର ଶୁଭେଚ୍ଛା ପାଇଁ ଅଭିନନ୍ଦନର ସୁଅ ଛୁଟୁଛି ।

୧୯୮୫ ମସିହା ଜାନୁୟାରୀ ୧୬ ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥଲେ ସିଦ୍ଧାର୍ଥ । ତାଙ୍କର ପିଲାବେଳୁ ହିଁ ଅଭିନୟରେ ତାଙ୍କର ରୁଚି ଥଲା ।

  • Tags:

Subscribe

National International State Sports Entertainment