ଅଧିକ ଭିଟାମିନ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ, ହୋଇପାରେ ହାଡ ଦୁର୍ବଳ
Khabar Odisha:side-effects-of-vitamin-a
ଭୁବନେଶ୍ୱର, ନଭେମ୍ବର ୧୩, (ଖବର ଓଡିାଶା)

ଏକ ଗବେଷଣାରୁ ଜଣାପଡିଛି ଯେ, ଭିଟାମିନ ଏ ଅଧିକ ଖାଇବା ଦ୍ୱାରା ଆମ ହାଡ ଦୁର୍ବଳ ହୋଇ ଭାଙ୍ଗିଯିବାର ସମ୍ଭାବନା ରହିଛି । ଭିଟାମିନ ଏ ପ୍ରତିଦିନ ଖାଇବା ଦ୍ୱାରା ୪.୫ରୁ ୧୩ ଗଣା ଅଧିକ ଏବଂ ନିରନ୍ତର ଖାଇବା ଦ୍ୱାରା ହାଡ ବହୁତ ହୁର୍ବଳ ହୋଇଥାଏ ।

ଭିଟାମିନ ଏ ଶରୀରର ବିକାଶ, ଦୃଷ୍ଟି ଶକ୍ତି, ରୋଗ ପ୍ରତିରୋଧକ କ୍ଷମତା ଏବଂ ଅଙ୍ଗପ୍ରତ୍ୟେଙ୍ଗ ଠିକ ଭାବେ କାମ କରିବା ସହିତ ଅନ୍ୟ ଜୈବିକ ପ୍ରକ୍ରିୟା ଲାଗି ମଧ୍ୟ ଭୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶରୀର ଭିଟାମିନ ଏ’ ତିଆରିର କ୍ଷମତା ରଖିନଥାଏ । କିନ୍ତୁ ମାଂସ କ୍ଷୀର ତଥା ସବୁଜ ପନିପରିବା ଯୁକ୍ତ ସୁସ୍ଥ ଆହାର ଶରୀରର ପୋଷକ ତତ୍ୱ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ । ସେଥିପାଇଁ ଯେଉଁମାନେ ଭିଟାମିନ ଏ ଅଧିକ ଖାଇଥାନ୍ତି ସେମାନଙ୍କ ହାଡ ଉପରେ ପ୍ରଭାବ ପଡିବାର ସମ୍ଭାବନା ଅଧିକ ରହିଛି ।

Subscribe

National International State Sports Entertainment