ଏହି ଘରୋଇ ଉପଚାର କଲେ ପାଖ ମାଡିବ ନାହିଁ ଶ୍ୱାସ
Khabar Odisha:asthma-home-treatment
ଭୁବନେଶ୍ୱର, ନଭେମ୍ବର ୧୯, (ଖବର ଓଡିଶା)

ବର୍ତମାନ ଶୀତ ଦିନ ।  ଏହି ଦିନରେ ଅଧିକାଂଶ ଲୋକଙ୍କୁ ପ୍ରାୟ ଶ୍ୱାସର ସମସ୍ୟା ଦେଖା ଦେଇଥାଏ । ଶ୍ୱାସ ରେଗୀମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରନ୍ତି । ଶୀତ ଯେତେ ବଢିଥାଏ ଶ୍ୱାସ ରୋଗୀମାନେ ସେତେ ଅଧିକ କଷ୍ଟ ପାଇଥାନ୍ତି । ସେଥିପାଇଁ ଏହି ଘରୋଇ ଉପଚାର କଲେ ଶ୍ୱାସ ହେବ ନାର୍ହି  । 

ଏକ ଲିଟର ପାଣିରେ ଏକ ଚାମଚ ମେଥି ପକାଇ ଅଧଘଂଟା ଗରମ କରୁନ୍ତୁ । ଏହି ପାଣିକୁ ଛାଣି ଏଥିରେ ଟିକେ ଅଦା ରସ ଓ ମହୁ ମିଶାଇ ସକାଳୁ ପିଇଲେ ଶ୍ୱାସରୋଗ ଦୂର ହୋଇଥାଏ । 

ଶୋରିଷ ତେଲରେ ଗର୍ପର ମିଶାଇ ଗରମ କରି ଏହି ତେଲକୁ ଛାଣି ପିଠିରେ ମାଲିସ କଲେ ଶ୍ୱାସରୁ ଆରମ ମିଳିଥାଏ । 

ଅଁଳାରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଏହା ପେଟ , ତ୍ୱଚା , କେଶ  ପାଇଁ ଖୁବ ଉପକାରୀ । ପ୍ରତିଦିନ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଅଁଳା ଗୁଣ୍ଡ ପକାଇ ପିଇଲେ ଶ୍ୱାସ ଦୂର ହୋଇଥାଏ । 

Subscribe

National International State Sports Entertainment