ଆଜି ହେଉଛି ବିଶ୍ବ ଥିଏଟର ଡେ । ରଙ୍ଗମଞ୍ଚ କଳା ହେଉଛି ଅତି ସ୍ବତନ୍ତ୍ର, ସେଥିପାଇଁ ରଙ୍ଗମଞ୍ଚ କଳାର ସୁରକ୍ଷା ପାଇଁ 1961 ମସିହା 27 ମାର୍ଚ୍ଚକୁ ବିଶ୍ବ ରଙ୍ଗମଞ୍ଚ ଦିବସ ରୂପେ ପାଳନ କରାଯଆଏ । ଏହି ଦିବସକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ ବେଶ ଧୁମଧାମରେ ପାଳନ କରାଯାଏ ।
ଯେତେବେଳେ ଲୋକେ ସିନେମା କଣ ଲୋକେ ଜଣିନଥିଲେ, ସେତେବେଳେ ରଙ୍ଗମଞ୍ଚ ଲୋକମାନଙ୍କର ମନୋରଞ୍ଜନର ମାଧ୍ୟମ ଥିଲା । ଆଜି ବି ଲୋକୋ ଥିଏଟର ଦେଖିବାକୁ ପସନ୍ଦ କରନ୍ତି । କାରଣ ଥିଏଟରରେ ପ୍ରକୃତ ନାଟକର ସଂଜ୍ଞା ମିଳିଥାଏ। ତେବେ ନାଟକର ଏହି ଧାରାକୁ ଜୀବନ୍ତ ରଖିବା ଏବଂ ସାମାଜରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ‘ବିଶ୍ୱ ଥିଏଟର ଦିବସ’ ପାଳନ କରାଯାଏ ।
ଅଧିକା ପଢନ୍ତୁ:ଶ୍ରଦ୍ଧା କପୁର କାହିଁକି R ଅକ୍ଷରର ଲକେଟ ପିନ୍ଧିଛନ୍ତି