ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତିମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖ ବୁଧବାର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ । ମାହେନ୍ଦ୍ର ବେଳା ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ଗଣତି ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । Read More >
ମାନକାନଗିରି: ବୌଦ୍ଧ ଜିଲ୍ଲା ପୋଲିସ, ମାଲକାନଗିରି ଜିଲ୍ଲା ପୋଲିସ ଓ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି । ମାତ୍ର ୫ ଦିନ ମଧ୍ୟରେ ସର୍ବମୋଟ ୨,୮୬୮ କେଜି ଗଞ୍ଜେଇ ଜବତ କରାଯାଇଛି। Read More >
ଭୁବନେଶ୍ୱର: ରାଜ୍ୟରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ ଘୋଷଣା କରିଛନ୍ତି । Read More >
farmers sleep in front of tehsildar's vehicle during protest on highway at chandbali Read More >
Massive fire breaks out in Ganjam; 20 single-room houses gutted Read More >
ଭୁବନେଶ୍ୱର: ରାଜସଭା ନିର୍ବାଚନକୁ ନେଇ ବିଜୁ ଜନତା ଦଳ ଯେଉଁ ରାଜନୀତି ଖେଳିଛି ତାହା ଧିରେ ଧିରେ ସାମ୍ନାକୁ ଆସିଛି । ଆଜି ସେଥିପାଇଁ ଦଳର ନେତା ମାନେ ଦଳର ମୁଖିଆଙ୍କୁ ନାଲି ଆଖି ଦେଖାଇବାକୁ ଆରମ୍ଭ କଲେଣି । Read More >
pregnant-woman-carried-3-km-on-cot-in-nabarangpur-due-to-no-road-access Read More >
ଭୁବନେଶ୍ୱର: ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସ ଐତିହାସିକ ସଫଳତା ହାସଲ କରିଛି । ବର୍ଷକ ମଧ୍ୟରେ ବିଭିନ୍ନ ନିଶାଦ୍ରବ୍ୟ କାରବାରରେ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ ହୋଇଥିବାବେଳେ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି । Read More >
ai-education-to-get-a-boost-ai-for-all-course-to-launch-in-colleges Read More >
ଭୁବନେଶ୍ୱର: ପଖାଳ ଦିବସର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ଆଜିକାଲିର ପାଶ୍ଚାତ୍ୟ ଖାଦ୍ୟ ସଂସ୍କୃତି ଭିତରେ ଆମର ଏହି ପାରମ୍ପରିକ ଖାଦ୍ୟ ଯେପରି ହଜି ନଯାଏ, ସେଥିପାଇଁ ଏହି ଦିବସଟି ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବାର ପ୍ରୟାସ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । Read More >
9930-students-have-not-appeared-in-the-matriculation-examination-this-year Read More >
big-action-by-state-government-show-cause-notices-issued-to-25-industrial-establishments/ Read More >
ଆମେରିକାକୁ ନାଲି ଆଖି ଦେଖାଇଲା ଶ୍ରୀଲଙ୍କା, ୨ ଲଢୁଆ ବିମାନକୁ ଲ୍ୟାଣ୍ଡିଂ ପାଇଁ ଦେଲାନି ଅନୁମତି
ଏୟାର ଇଣ୍ଡିଆର ସାଂଘାତିକ ତ୍ରୁଟି, ଭୁଲ ବିମାନରେ ଯାତ୍ରୀଙ୍କୁ ପଠାଇଲା କାନାଡ଼ା, ମିଳିଲାନି ଅନୁମତି
କେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକାଉଣ୍ଟ ଅଛି? ନାମାଙ୍କନ ପତ୍ରରେ ଦିଅନ୍ତୁ ସୂଚନା… ବଙ୍ଗଳା ନିର୍ବାଚନରେ ଫେକ୍ ନ୍ୟୁଜ୍ ରୋକିବା ପାଇଁ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୁରନ୍ତ ବନ୍ଦ ହେବାର ନାହିଁ ସମ୍ଭାବନା, ୨୫୦୦ ସୈନିକ ଇରାନ ପଠାଇବ ଆମେରିକା