ଝାଡାବାନ୍ତିରେ ଦୁଇ ଭଉଣୀଙ୍କର ମୃତ । ଏହି ଭଳି ଏକ ସନ୍ଦେହ ଦନକ ଖବର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରନ୍ଦର ଗ୍ରାମରେ ।
ସୂଚନା ଅନୁସାରେ , କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରନ୍ଦର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଥମେ ବାନ୍ତି ପରେ ଝାଡା ହେବା ପରେ ଦୁଇ ଭଉଣୀଙ୍କର ମୃତ ଘଟିଛି । ତେବେ ଜଣଙ୍କର ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମେଡିକାଲ ନେବା ବଟରେ ହିଁ ମୃତ ଘଟିଛି । ସୂଚନାଯୋଗ୍ୟ ଯେ ମୃତ ଦୁଇ ଭଉଣୀ ଟଙ୍କଧର ମହାରଣାଙ୍କ 4 ବର୍ଷର ଇତିଶ୍ରୀ ମହାରଣା ଏବଂ 2 ବର୍ଷର ଝିଅ ଲିପି ମହାରଣା । ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି
ଅଧିକା ପଢନ୍ତୁ- ପୁଣି ଏସ୍ସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ