ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ 24/04/2024 Share story: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ । ଏହି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ତାମ୍ପଡା ରଘୁନାଥପୁର ଗାଁରେ। କିଛି ଦୁର୍ବୁତ୍ତ ଗାଁରେ ଜଣଙ୍କ ଘର କାନ୍ଥ ଭାଙ୍ଗି ପଶିବା ପରେ ଘରେ ନିଆଁ ଲଗାଇଦେଇଛନ୍ତି। ନିଆଁରେ ଆସବାବପତ୍ର ଜଳିଯିବା ସହ ୪ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ମହିଳା ଏବଂ ତାଙ୍କ ଦୁଇ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଘରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ଅଧିକା ପଢନ୍ତୁ: ମୋର ଗୋଟିଏ ବୋଲି ଘର ଜଳିଗଲା.... house fire cuttack Sangeeta Priyadarshini Sahoo, Author, 24/04/2024