ଚୋରି ସନ୍ଦେହର କରୁଣ ପରିଣତି ହଜିଗଲା ମାନବିକତା, ଭୁଲିଗଲେ ଦୟାମାୟା। ବିଚ ରାସ୍ତାରେ ଦୁଇ ନାବାଳକକୁ ଚାପୁଡ଼ା ଓ ବେକରେ ତଣ୍ଟିଆ ଦେଲେ ଜଣେ ବ୍ୟକ୍ତି। Read More >
ଭୁବନେଶ୍ୱର: ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଗୋଟିଏ ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ନିଜେ ଏକ ବିଶ୍ୱ ଅନୁଭୂତି। Read More >
ଭଦ୍ରକରେ ୯୧.୯୦ ଲକ୍ଷ ଟଙ୍କାର ବଡ଼ ଧରଣର ନିବେଶ ଠକେଇ ମାମଲାରେ ସାଇବର ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି Read More >
ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । Read More >
ଭୁବନେଶ୍ୱର: ରେଳ ଷ୍ଟେସନରେ ଜନ୍ମ ନେଲା ଶିଶୁ କନ୍ୟା । ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟ ଫର୍ମରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ବର୍ତ୍ତମାନ ସୁସ୍ଥ ଅଛନ୍ତି । Read More >
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ସ୍ୱଦେଶ ସିଂ ଭୁବନେଶ୍ୱରରେ ପହଁଚିଛନ୍ତି । ନୂତନ ଭାବେ ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପୁରନ୍ଦେଶ୍ୱରୀଙ୍କ ଏହା ପ୍ରଥମ ଗସ୍ତ । ଉଭୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । Read More >
ଭୁବନେଶ୍ୱର: ଦୀର୍ଘ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ମହିଳା ହକି ଦଳ ପାଇଁ ଓଡ଼ିଶାର ମୋହନ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପ୍ରତି ମହିଳା ହକି ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କା ଏବଂ ପ୍ରଶିକ୍ଷକ ଓ ସହ କର୍ମଚାରୀଙ୍କ ପାଇଁ ୫.୫ ଟଙ୍କା ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । Read More >
ଆଜି ମୂଳାଷ୍ଟମୀ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହେବ । ଅବସରରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଶକ୍ତିପୀଠମାନଙ୍କରେ ମାଆଙ୍କର ଷୋଡ଼ଶଦିନାତ୍ମକ (୧୬ ଦିନିଆ) ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି। Read More >
ଭୂମିକମ୍ପରେ ଥରିଲା ତିବ୍ଦତ। ୧୫ କିଲୋମିଟର ଗଭୀରତାରେ ଏକ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୬ ରେକର୍ଡ କରାଯାଇଛି। Read More >
ଭୁବନେଶ୍ୱର: ଆଗାମୀ ୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟରେ ଏକ ବଡ଼ଧରଣର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଣିକି ଭୋଟର ତାଲିକାରେ କେବଳ ନାଁ ରହିବନି, ବରଂ 'ଗୋଟିଏ ଘର, ଗୋଟିଏ ନମ୍ବର' ଆଧାରରେ ପରିବାରର ସମସ୍ତ Read More >
ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ରାତିରେ ଅସହ୍ୟ ଗରମ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ଏହାରି ଭତରେ ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ସାମ୍ନାକୁ ଆସିଛି। ଅକ୍ଟୋବର ମାସ ଆସିବା ମାତ୍ରେ ରାଜ୍ୟରେ ପୁଣି ଥରେ ବାତ୍ୟା ଭୟ (October Cyc Read More >
ବିଜୁ ଜନତା ଦଳ ପକ୍ଷରୁ ଦଳର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସେଲ୍ କୁ ନୂତନ ଭାବେ ପୁନର୍ଗଠନ କରାଯାଇଛି। Read More >
ହଜିଗଲା ମାନବିକତା, ଚୋରି ସନ୍ଦେହରେ ଦୁଇ ନାବାଳକଙ୍କୁ ନିର୍ଘାତ ମାଡ଼ ମାରିଲେ ଦୋକାନୀ
ଓଡ଼ିଶା ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ଏକ ବିଶ୍ୱ ଅନୁଭୂତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନିବେଶରେ ୨ଗୁଣ ରିଟର୍ଣ୍ଣର ପ୍ରଲୋଭନ ଦେଇ ଠକେଇ ଅଭିଯୋଗ, ୪ ଗିରଫ
ଅଜୟ ଦେବଗନଙ୍କ ଫିଲ୍ମର ଧମାକା: ଭାଙ୍ଗିଲା ପଠାନ୍, ଧୁରନ୍ଧର, ଏନିମଲ୍ ରେକର୍ଡ, ବନିଲା କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ଫିଲ୍ମ