ବ୍ରହ୍ମପୁର: ଏଡିଜେ-୩ କୋର୍ଟରେ ହାଜର ହେଲେ ତାରା ବାହିନୀପତି । ୨୦୧୬ରେ ଏକ ମାମଲାରେ କୋର୍ଟରେ ହାଜର ହେଲେ ତାରା । ସୂଚନା ଅନୁଯାୟୀ ବୋରିଗୁମ୍ମାର ଏକ ଦେଶୀ ମଦଭାଟି ଭାଙ୍ଗିଥିବା ଅଭିଯୋଗରେ ହାଜର ହୋଇଛନ୍ତି । ତାରାଙ୍କ ସହ ୨୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ବ୍ରହ୍ମପୁର ADJ-୩ ବିଧାୟକ ଓ ସାଂସଦଙ୍କ ପାଇଁ ଥିବାରୁ ହେଲେ ହାଜର। ଜୁଲାଇ ୧ ତାରିଖରୁ ବିଚାର ଆରମ୍ଭ ହେବ ବୋଲି ତାରାଙ୍କ ଓକିଲ କହିଛନ୍ତି।