ଆଜି ଖ୍ରୀଷ୍ଟ ଧର୍ମଲମ୍ବୀମାନଙ୍କ ପାଇଁ ଏକ ବିଶେଷ ଦିନ। କାରଣ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଆଜିର ଦିନରେ ପୁରା ବିଶ୍ୱରେ ଯୀଶୁଙ୍କୁ ସ୍ମରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ। ତେବେ ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି।
Read More >