ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । Read More >
ଭୁବନେଶ୍ୱର: ଶ୍ରମୟୀ ମିଶ୍ର କାଗଜପତ୍ର ପ୍ରମାଣ ସହିତ ଭିକେ ପାଣ୍ଡିଆନ ଏବଂ ସଂତୃପ୍ତ ମିଶ୍ର ଖୁଲାସା କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାର ଜନତାଙ୍କୁ ଧୋକା ଦେଇ ନିଜ ସାମ୍ରାଜ୍ୟକୁ ଭଣ୍ଡ ସନ୍ୟାସୀ ହାତରେ ଟେକି ଦେଇଛନ୍ତି । ଯାହାର ପ୍ରମାଣ ଦେଇଛନ୍ତି ଶ୍ରୀମୟୀ । Read More >
NHRC action in Cuttack SCB Hospital fire incident; Report sought from Chief Secretary Read More >
ଭୁବନେଶ୍ୱର: ଦଳୀୟ ନିର୍ଦ୍ଦେଶାବଳୀକୁ ଅବମାନନା କରିବା କଂଗ୍ରେସ ତିନି ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଏବଂ ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । Read More >
ଭୁବନେଶ୍ୱର: ଆଜି ବିଧାନସଭାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କ୍ରସ୍ ଭୋଟିଂ କରିଥିବା ୧୦ ବିଧାୟକ ଅନୁପସ୍ଥିତ ରହିଛନ୍ତି । କେବଳ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । Read More >
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହା ହୋଇଛି । ଏସସିବି ମେଡ଼ିକାଲରେ ଲାଗିଥିବା ନିଆଁର ଧୂଆଁ ବିଧାନସଭାରେ ଉଠିଛି । ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । Read More >
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ବିଜୟ ହାସଲ କରିଥିବା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜଗା ଶରଣରେ ପଶିଛନ୍ତି । ମଙ୍ଗଳବାର ଦିଲ୍ଲୀପ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିଛନ୍ତି । Read More >
୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ଅସୁରା ଛକ ନିକଟରେ ୪ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। Read More >
ଭୁୁବନେଶ୍ୱର: ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ Read More >
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ସୋମବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶାଶ୍ୱତୀ ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । Read More >
ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ବିଜୟ ହାସଲ କରିଛି। ବିଜେପିର ଦୁଇ ପ୍ରାର୍ଥୀଙ୍କ ସମେତ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଦୀର୍ଘ ୨୨ ବର୍ଷ ପରେ ଶ୍ରୀ ରାୟ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ନବୀନ ପଟ୍ଟନାୟକଙ୍କ ରଣନୀତିକୁ ଶକ୍ତ ଧକ୍କା ଦେଇଛନ୍ତି। Read More >
ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନା ଏବଂ ବିଚାର ବିମର୍ଶର ଅନ୍ତ ଘଟିଛି । ଶେଷ ହୋଇଛି ରାଜ୍ୟସଭା ମହାଲଢ଼େଇ । ନିର୍ବାଚନ ଫଳାଫଳ ଆସିଯାଇଛି । ମଇଦାନରେ ଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟର ୪ ଜଣ ବିଜୟ ଟୀକା ପିନ୍ଧିଛନ୍ତି । Read More >
ଏସସିବି ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
କାବୁଲରେ ୪୦୦ ନିର୍ଦ୍ଦୋଷ ଲୋକଙ୍କୁ ଏୟାରଷ୍ଟ୍ରାଇକ କରି ମାରିଲା ପାକିସ୍ତାନ, ଭାରତ କହିଲା-ବରଦାସ୍ତ କରିବୁ ନାହିଁ
କଟକ SCB ହସ୍ପିଟାଲ ଆଗ୍ନିକାଣ୍ଡ ଘଟଣାରେ NHRC ଆକ୍ସନ; ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ
ଏଲପିଜି ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ, ଭାରତ ପହଞ୍ଚିଲା ଆଉ ଏକ ଜାହାଜ