ଆସନ୍ତାକାଲି ଅର୍ଚିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବେ ସବ୍ୟସାଚୀ, ପଡିବ ହାତଗଣ୍ଠି
Khabar Odisha:Sabyasachi-will-start-a-new-life-with-Archita-tomorrow-handcuffs-will-fall
ଭୁବନେଶ୍ବର, ଫେବୃଆରୀ ୨୮(ଖବର ଓଡ଼ିଶା)

 ଆସନ୍ତାକାଲି ବିବାହ କରିବେ ଅଭିନେତା ସବ୍ୟସାଚୀ ମିଶ୍ର । ରିଅଲ ଲାଇଫ ହିରୋ ସବ୍ୟସାଚୀ ଧରିବେ ଅର୍ଚିତା ସାହୁଙ୍କ ହାତ । ତେବେ ଫ୍ୟାନସଙ୍କୁ ସାରପ୍ରାଇଜ ଦେଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। 

ପ୍ରଥମେ ରିଲ ଲାଇଫ ଓ ପରେ ରିଅଲ ଲାଇଫ୍‌ର ହିରୋ ସବ୍ୟସାଚୀ ଓ ଅର୍ଚ୍ଚିତା କାଲିଠୁ ନୂଆ ଜୀବନ ଆରମ୍ଭ କରିବେ । ଉଭୟ କରିବେ ଘର ସଂସାର କରିବେ ।

ଅନେକ ଦିନ ତଳେ ଭଉୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ସୋସିଆଲ ମିଡିଆରେ ସବ୍ୟସାଚୀ କହିଛନ୍ତି । ଏତତ୍ ବ୍ୟତୀତ ସୋସିଆଲ ମିଡିଆରେ ସମସ୍ତଙ୍କ ଆର୍ଶିବାଦ ମଧ୍ୟ ସେ ମାଗିଛନ୍ତି ।

ରବିବାର ସୋସିଆଲ ମିଡିଆରେ ସୂଚନା ସବ୍ୟ କହିଛନ୍ତି ଯେ, ସୋମବାର ରାଜସ୍ଥାନର ଏକ ହୋଟେଲରେ ସେ ଓ ଅର୍ଚ୍ଚିତାଙ୍କ ହାତଗଣ୍ଠି ପଡିବ । ତେବେ ଦୁହିଁଙ୍କ ଯୋଡିକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଉଭୟ ବହୁତ ଚଳଚିତ୍ରରେ କାମ କରିଛନ୍ତି।

  • Tags:

Subscribe

National International State Sports Entertainment