ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିଭିନ୍ନ ପଦ ପଦବୀରେ ନେତାଙ୍କୁ ନିଯୁକ୍ତି କରାଯାଇଛି । କୋଷାଧ୍ୟକ୍ଷ, ଉପସଭାପତି, ସମ୍ପାଦକ ଓ ସାଧାରଣ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ନିଯୁକ୍ତି କରିଛି । ସିଦ୍ଧାର୍ଥ ସ୍ୱରୂପ ଦାଶ ଦଳର କୋଷାଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି ।
Read More >