ଅଂଶୁଘାତରେ ଜଣଙ୍କର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ମାଣ୍ଡିଆପଦର ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ଗାଁର ଅମର ପାଣ୍ଡେ । ଗୁରୁବାର ସନ୍ଧ୍ୟା ୭ଟା ପରେ ମଜୁରୀ କାମ ସାରି ଘରୁକୁ ଫେରିଥିଲେ ଅମର ପାଣ୍ଡେ । Read More >
ଓଡିଆ ପୁଅଙ୍କର ସନ୍ଦେହ ଜନକ ମୃତ ହୋଇଛି । ସିକନ୍ଦରାବାଦରେ ଓଡିଆ ପୁଅଙ୍କର ମୃତ ଘଟିଛି । ସୋରରୁ ଯାଇ ସିକନ୍ଦରାବାଦରେ ଏକ ହୋଟେଲରେ କାମ କରୁଥିଲେ ଓଡିଆ ଯୁବକ । Read More >
ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ Read More >
ବ୍ରିଟିଶ ଅମଳର ଜମିଦାର ମାନଙ୍କ ଗଡ ହେଉଛି ପାପଙ୍ଗ ପାହାଡ । ଇଂରେଜ ମାନଙ୍କ ସହ ଲଢେଇ କରି ବିର ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀ ଜମିଦାର ମାନେ ଏହି ପାପଙ୍ଗ ପାହାଡ ଗୁମ୍ଫାରେ ଲୁଚି ରହିଥିଲେ । ସେହିଦିନ ଠାରୁ ଏହି ପାହାଡ କ୍ଷେତ୍ରପାଳ ବୁଢାରଜା ନାମରେ ପୂଜା ପାଇ ଆସୁଛନ୍ତି । Read More >
ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖରେ ଥିବା ଏକ ଗୋଦାମଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । Read More >
ମଦ ବିକ୍ରିକୁ ବନ୍ଦ କରିବା ଉଦ୍ଧେଶ୍ୟରେ ଗ୍ରାମାଞ୍ଚଳର ମହିଳା ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ବେଆଇନ ମଦ ବିକ୍ରି ହେଉଥିବାରୁ ପ୍ରଗତିଶୀଳ ମହିଳା ମଂଚ ବରାଙ୍ଗ କମିଟି ପକ୍ଷରୁ ବହୁ ମହିଳା ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି Read More >
ବେଳାଭୂମିରୁ ଉଦ୍ଧାର ହେଲା ଡଲଉିନର ମୃତଦେହ । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଆଜି ଏକ ଇରାଓା୍ୱଡି ଡଲଫିନ ମୃତଦେହ ଉଦ୍ଧାର କରାଯାଇଛି । Read More >
ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଜବତ। କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ କରୁଛି ଅବକାରୀ ବିଭାଗ। Read More >
ଗୁଳିବିନିମୟରେ 2 ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓ ଘଣ୍ଟାପଡା ବନାଞ୍ଚାଳରେ ସୁରକ୍ଷା ବଳ ଓ ମଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ତେବେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏବଂ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ Read More >
ଆଜିଠାରୁ ଆରମ୍ଭ ହୋଇଛି ମେଟ୍ରୋ ସର୍ଭେ କାମ। ମେଟ୍ରୋ ପାଇଁ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି । ତେବେ ବିଏମଆରସିଏଲ୍ ପକ୍ଷରୁ ମିଳିତ ଭାବେ ଏହି ସର୍ଭେକ୍ଷଣ ଚାଲିଛି। Read More >
ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷର ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଲପିସି ବୈଠକ ଅନୁଷ୍ଠିତ ହୋଇଯାଇଛି। Read More >
ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ଵର ଡମଣାର ଟ୍ରାଫିକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି Read More >
ପୁଣି ଅଂଶୁଘାତରେ ଗଲା ଜଣଙ୍କ ଜୀବନ
ଆଜି ଇଡେନ ଗାର୍ଡେନରେ ହେବ ରନ ବର୍ଷା
ଆପରନ ଲଗାଇ ଝୁଲିପଡିଲେ ଯୁବକ
ଓଡ଼ିଶା ଆସିବେ ଜେ.ପି ନଡ୍ଡା