ଭଦ୍ରକ ଗୁଡୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ । ଅଞ୍ଚଳରେ ଲାଗୁ ହେଲା ବିଏନଏସଏସ ୧୩୬ ଧାରା । ଆସନ୍ତାକାଲି କ ସକାଳ ୧୦ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି । ଅଞ୍ଚଳରେ ଲୋକମାନେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି ।
ସୂଚନା ଅନୁଯାୟୀ ଗୋଷ୍ଠୀ ସଂଘର୍ଷରେ ୪ ଆହତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଧାମନଗର ବ୍ଲକ ଗୁଡୁପୋଖରୀ ବଜାରରେ ଘଟିଛି ଏଭଳି ଘଟଣା ଘଟିଛି । ଘଟଣା ସ୍ଥାନରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।