ଭୁବନେଶ୍ୱର: ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତୀୟ ଜନତା ପାର୍ଟିର ନୂତନ ରାଜ୍ୟ ପଦାଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ବୁଧବାର ପ୍ରକାଶିତ ନୂତନ ପଦାଧିକାରୀ ତାଲିକାରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଉପ କୋଷାଧ୍ୟକ୍ଷ ରହିଛନ୍ତି ।
Read More >