ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ ।ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ ।ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିଗଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ସୂଚନା ରହିଛି।
ତେବେ ଗାର୍ଡ ୱାଲ୍ ନ ଥିବାରୁ କାର୍ଟି ବ୍ୟାକ୍ ଗିୟରରେ ତଳକୁ ଖସିଥିବା ସୂଚନା ମିଳିଛି। ତେଣୁ ଆଗକୁ ଅଘଟଣ ଏଡ଼ାଇବାକୁ ଗାର୍ଡ ୱାଲ୍ ନିର୍ମାଣ ଜରୁରୀ ଦାବି ଧରିଛି। ଅନ୍ୟ ଡ୍ରାଇଭର ମଧ୍ଯ ଗାର୍ଡ ୱାଲ୍ ନିର୍ମାଣର ଆବଶ୍ୟକତା କହୁଛନ୍ତି।