ଭୁବନେଶ୍ୱର : କୃଷ୍ଣଙ୍କ ପ୍ରେମରେ ବିଦେଶିନୀ ମହିଳା । ବିଦେଶିନୀ ହୋଇ ଭାରତୀୟ ପରମ୍ପରାରେ ସମ୍ପର୍ଣ୍ଣ କରାଇଲେ ନିଜର ବିବାହ । କିଛି କିଛି ସ୍ଥନରେ ଭାରତୀୟ ମାନେ ଭାରତୀୟ ପରମ୍ପରାକୁ ନାପସନ୍ଦ କରୁଥିବା ବେଳେ , ଦିନକୁ ଦିନ ବିଦେଶରେ ଏହାର ଆଦୃତି ବଢ଼ିବାରେ ଲାଗିଛି । ନିକଟରେ ଶ୍ୟାମ ନାମକ ଜଣେ ବିଦେଶିନୀ ମହିଳା କୃଷ୍ଣଙ୍କୁ ଆଦର କରିବା ସହିତ ନିଜ ବାହାଘରକୁ ସନାତନ ଧର୍ମର ରୀତି ନୀତି ଅନୁସାରେ କରାଇଛନ୍ତି ।
ସନାତନ ଧର୍ମକୁ ପ୍ରାୟତଃ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରୁଥିବା ଧର୍ମ ଅପେକ୍ଷା ଜୀବନର ଏକ ଉପାୟ ଭାବରେ ବିବେଚନା କରାଯାଏ, ତେଣୁ ଏହା ନିଜର ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମୂଳ ମାଧ୍ୟମରେ ବ୍ୟକ୍ତିମାନଙ୍କୁ ଆକର୍ଷିତ କରିଚାଲିଛି। ଏଠି ସହ ଶ୍ୟାମଙ୍କ ବିବାହରେ ମୁଖ୍ୟ ଆକର୍ଷଣ ସାଜିଥିଲା ତାଙ୍କ ଶାଢ଼ୀ ଓ ଗହଣା । ସେ ନାଲି ରଙ୍ଗର ଏକ ଶାଢ଼ୀ ପରିଧାନ କରିବା ସହ ସୁନାର ସମସ୍ତ ଗହଣା ପରିଧାନ କରିଥିଲେ । ଏହି ଗହଣରେ ଗୁଡିକ ରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ବିଭିନ୍ନ ଝଲକ ମଧ୍ୟ ଦେଖିବାକୁ ମିଲିଛି । ସେହିଭଳି ଭାବେ ବିବାହରେ ଶ୍ୟାମ ଙ୍କ ପାଟି ମଧ୍ୟ ଭାରତୀୟ ରୀତି ଅନୁଯାୟୀ ଧୋତି ଓ ପାଇଜାମା ପରିଧାନ କରିଥିଲେ ।