ରାଜସ୍ୱ ବିଭାଗର ୮୯ ଜଣ ଅଧିକାରୀଙ୍କ ବଦଳି ଓ ପଦୋନ୍ନତି Bhubaneswar Share story: ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଗ୍ରୁପ୍-ବିରେ ସରକାର ଗୁରୁବାର ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକକାଳୀନ ୮୯ ଜଣ ଅଧିକାରୀଙ୍କୁ ରାଜ୍ୟରେ ବିଭିନ୍ନ ବ୍ଲକରେ ବଦଳି ଏବଂ ପଦୋନ୍ନତି ମିଳିଛି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Swagatika Sahoo, Author, 13-02-2025 1:42PM