ଆଜିଠୁ ରାଜ୍ୟରେ କମିଲା ଶୀତ, ବଢିଲା ତାପମାତ୍ରା। ରାଜଧାନୀରେ ୩୦ ଡିଗ୍ରୀ ଛୁଇଁଲା ରାତି ତାପମାତ୍ରା। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ବଢ଼ିଲା ରାତି ତାପମାତ୍ରା। ଉତ୍ତର ପଶ୍ଚିମକୁ ପ୍ରଭାବିତ କରିବ ପଶ୍ଚିମା ଝଡ଼ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ବଢ଼ିଲା ରାତି ତାପମାତ୍ରା। ଭୁବନେଶ୍ୱରରେ ୩୦, ନବରଙ୍ଗପୁରରେ ୩୦.୮, ଟିଟିଲାଗଡ଼ରେ ୩୦.୫, ଭବାନୀପାଟଣାରେ ୩୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Read More >