ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ । Read More >
ଉଦଯାପିତ ହେଲା ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା । ତାଳଚେରର ଅଧିଷ୍ଠାତ୍ରୀ ଦେଵୀ ମା ହିଙ୍ଗୁଳା ଙ୍କର ନବଦିନାତ୍ମକ ଯାତ୍ରା ମଙ୍ଗବାର ଦିନ ଶେଷ ହୋଇଯାଇଛି । ୯ ଦିନ ଧରି ଚାଲିଥିଲା ମା' ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା। Read More >
କୁହାଯାଏ ମା'ର ପଣତ କାନି ଆଉ ବାପାଙ୍କ କାନ୍ଧ ସବୁବେଳେ ପିଲାମାନଙ୍କୁ ସବୁ ବିପଦରୁ ଢାଙ୍କି ରଖିଥାଏ । କିନ୍ତୁ ବାପା ମା' ନଥିଲେ ପିଲାମାନେ ସମସ୍ତ ଅସୁବିଧାର ସାମ୍ନା କରୁଛନ୍ତି । Read More >
ପୁରୀରେ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଅଂଚଳରେ ହୋଇଥିବା ବେଳେ ଯୁବକଙ୍କ ନାଁ ହେଉଛି ରୋହିତ କୁମାର ନାୟକ । Read More >
କନ୍ଧମାଳ ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି Read More >
ଆଉ କିଛି ମାସ ଗଲେ ପୁଣି ଆସିବ ବିବାହ ଋତୁ । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ସୁନା କିଣିବାକୁ ଚିନ୍ତାରେ ପଡିଲେଣି ଗ୍ରାହକ । କିଛି ଦିନ ହେବ ସୁନାର ଦାମ୍ ଆକାଶ ଛୁଆଁ ରହୁଛି । ତେବେ ଆସନ୍ତୁ ଜାଣିବା ଆଜି ସୁନା ଦର କେତେ ଅଛି । Read More >
ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ARI ଓ ତାଙ୍କ ସହଯୋଗୀ । ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ARI ରେସ୍ମା ମାଝୀ ଓ ତାଙ୍କ ସହ ଯୋଗୀ ବାବୁଲାଲ ନନ୍ଦ ଜମି ନୋଟିଫିକେସନ ବାବଦ କୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଥିବା ବେଳେ ଭିଜିଲାନ୍ସ ଧରିଛି । Read More >
ଆଗରୁ ଆମର ପୂର୍ବ ପୁରୁଷମାନେ ରୋଷେଇ ତଥା ଜିନିଷପତ୍ର ରଖିବା ଲାଗି ମାଟି ପାତ୍ର ବ୍ୟବହାର କରୁଥିଲେ। ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ନନଷ୍ଟିକ୍ ବାସନକୁସନ ବ୍ୟବହାରକୁ ପ୍ରାଧାନ୍ୟ ଦେଉଛନ୍ତି। Read More >
ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଂଚାୟତ କରଂଜମାଳ ଗାଁରେ ଭୟଙ୍କର ଆଗ୍ନିକାଣ୍ଡ ଘଟିଛି । ବାଉଁଶ ବୁଦାରୁ ନିଆଁ ଲାଗି ୮ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । Read More >
କେନ୍ଦୁଝରରେ ଅବକାରୀ ବିଭାଗକୁ ମିଳିଲା ସଫଳତା । ମହୁଲ ଫୁଲ ଜବତ କରି ୫ ଜଣଙ୍କୁ ଗିରଫ କରିଛି କେନ୍ଦୁଝର ଅବକାରୀ ବିଭାଗ Read More >
ନିଆଁରେ ଜଳିଗଲା ୨ ବଖରା । ଘରର ଅସବାବ ପତ୍ରଠାରୁ ଆରମ୍ଭ କରି ସବୁକିଛି ଜାଳି ପୋଡି ପାଉଁଶ ହୋଇଗଲା । Read More >
ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ସନ୍ଥପୁର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାକଡରେ ପୋଲ ଉପରେ ବସିଥିବା ଜଣେ ନାବାଳକକୁ ଧକ୍କା ଦେଇ ଏକ ବାଲି ବୋଝେଇ ଟ୍ରକ ବ୍ରିଜ ତଳକୁ ଖସିପଡିଛି । ଯାହା ଫଳରେ ନାବାଳକ ଜଣଙ୍କ ମୃତ୍ୟୁ ହୋଇଛି । Read More >
ନକଲି ଭିଡିଓ ଭାଇରାଲ୍ ପଛରେ ରହିଛି କଂଗ୍ରେସର ହାତ
ଘସିପୁରାରୁ ନିର୍ବାଚନ ଲଢିବେ କି ସୌମ୍ୟ ?
ଉତ୍ତରାଖଣ୍ଡରେ ବ୍ୟାନ ହେଲା ୧୪ ପତଞ୍ଜଳି ପ୍ରଡକ୍ଟ
ଉଦଯାପିତ ହେଲା ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା