ବଟଲରଙ୍କ ଧମାକାଦାର ଶତକ , ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିଜୟ ଲକ୍ଷ ୨୨୧
Khabar Odisha:with--butler-speed-hundred-rajastha-set-221-target-for--gydrabad

ଦିଲ୍ଲୀ,ମେ୨(ଖବର ଓଡିଶା); ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ରେ ରାଜସ୍ଥାନ ପକ୍ଷରୁ ଦଳର ଦୁର୍ଦଶ ବ୍ୟଟ୍ସମ୍ୟାନ୍ ଜସ୍ ବଟଲରଙ୍କ ଧମାକାଦାର ଶତକ ବଳରେ ହାଇଦ୍ରାବାଦ ପାଇଁ ରାଜସ୍ଥାନ ୨୨୧ ରନ୍ ର ବିଜୟ ଲକ୍ଷ ସ୍ଥିର କରିଛି । 

ବଟଲର ତାଙ୍କର ଶତକିୟ ୧୨୪ ପାଳିରେ ୮ଟି ବିଶାଳ ଛକା ମାରିଥିଲା ଭେଳେ ୧୧ ଚଉକା ମାରିଛନ୍ତି । ଏହା ବ୍ୟତିତ ରାଜସ୍ତାନର ଅଧିନାୟକ ସଞ୍ଜୁ ସାମସନ୍ ଉପେଯାଗି ୪୮ ରନ ୍ ଏବଂ ରିୟାନ ପରାଗ ଏବଂ ମିଲରଙ୍କ ଦୃତ ୧୫ ଏବଂ ୭ ରନ୍ ସାମିଲ ଅଛି । ତେବେ ହାଇଦ୍ରାବାଦ ପକ୍ଷରୁ ରଶିଦଙ୍କ ବ୍ୟତିତ ଅନ୍ୟ ବୋଲର ମାନେ ମହଙ୍ଗା ସାବ୍ୟସ୍ଥ ହୋଇଥିଲା ।

  • Tags:

Subscribe

National International State Sports Entertainment