ଓଡ଼ିଆ ପୁଅ ଚମକୁଛନ୍ତି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି କିଶୋର । ସେ ପ୍ରଥମ ଆଟେମ୍ପଟରେ ୮୦.୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲା ବେଳେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ।
ଅଧିକ ପଢନ୍ତୁ,ଭାରତରେ ଖେଳିପାରନ୍ତି ବ୍ରାଜିଲ ଫୁଟବଲ ର୍ତାରକା ନେମାର