ନୂଆଦିଲ୍ଲୀ: ଡିସେମ୍ବର ୧୬ରେ ଆବୁଧାବିରେ IPL ୨୦୨୬ ନିଲାମ ଅନୁଷ୍ଠିତ ହୋଇଛି। ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିବା ବେଳେ କିଛି ତାରକା ଖେଳାଳିଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ କୌଣସି ଫ୍ରାଞ୍ଚାଇଜ। ମୋଟ ୭୭ଟି ସ୍ଲଟ୍ ପୂରଣ ହୋଇଥିବା ବେଳେ ମୋଟ୍ ୨୧୫.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ନିଲାମରେ କ୍ୟାମେରନ୍ ଗ୍ରୀନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ୨୫.୨ କୋଟିରେ କିଣିଛି।ତେବେ ଚାଲନ୍ତୁ ଜାଣିବା ସବୁ ୧୦ ଦଳର ଫୁଲ୍ ସ୍କ୍ଵାଡ୍।
ମିନି ନିଲାମ ପରେ ସମସ୍ତ ୧୦ ଦଳର ଫୁଲ୍ ସ୍କ୍ଵାଡ୍
ଚେନ୍ନାଇ ସୁପର କିଙ୍ଗ୍ସ
ରୁତୁରାଜ ଗାଏକ୍ଵାଡ଼ (ଅଧିନାୟକ), ଆୟୁଷ ମହାତ୍ରେ, ଡିୱାଲ୍ଡ ବ୍ରେଭିସ, ଏମ୍.ଏସ୍ ଧୋନି, ଉର୍ଭିଲ୍ ପଟେଲ, ଶିବମ୍ ଦୁବେ, ଜିମି ଓଭରଟନ୍, ରାମକୃଷ୍ଣ ଘୋଷ, ନୁର ଅହମ୍ମଦ, ଖଲିଲ ଅହମ୍ମଦ, ଅନସୁଲ କାମ୍ବୋଜ, ଗୁରୁଜପାନେଟ ସିଂ, ନାଥନ୍ ଏଲିସ୍, ଶ୍ରେୟସ୍ ରାଜୋପାଲ, ମୁକୁଶ ରାଜୋପାଲ, ଅକିଲ ହୁସେନ, ପ୍ରଶାନ୍ତ ଭୀର, କାର୍ତ୍ତିକ ଶର୍ମା, ମାଥ୍ୟୁ ସର୍ଟ, ଅମାନ ଖାନ, ସରଫରାଜ ଖାନ, ମ୍ୟାଟ ହେନେରୀ, ରାହୁଲ ଚହର, ଜ୍ୟାକ୍ ଫୁଲ୍କସ୍।
ମୁମ୍ବାଇ ଇଣ୍ଡିଆନ୍ସ
ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ରିଆନ ରିକେଲଟନ୍, ରବିନ୍ ମିଞ୍ଜ, ମିଚେଲ୍ ସାଣ୍ଟନର୍, କର୍ବିନ ବୋଶ, ନମନ୍ ଧୀର, ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ, ଆଲ୍ଲା ଗଫାନଜହର, ଅଶ୍ୱିନୀ କୁମାର, ଦୀପକ ଚହର, ଓ୍ଵିଲ ଜ୍ୟାକ୍ସ, ରଘୁ ଶର୍ମା, ରାଜ ଅଙ୍ଗଦ ବାଭା, କ୍ଵିଣ୍ଟନ ଡିକକକ, ମହମ୍ମଦ ଇଜହାର, ଦାନିଶ ମାଲେୱାର, ଅଥର୍ଭ ଆଙ୍କୋଲେକର, ମୟଙ୍କ ରାୱତ |
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ରଜତ ପାଟିଦାର (ଅଧିନାୟକ), ବିରାଟ କୋହଲି, ଦେବଦତ୍ତ ପାଦିକ୍କାଲ, ଫିଲ୍ ସଲ୍ଟ, ଜିତେଶ ଶର୍ମା, କ୍ରୁଣାଲ ପାଣ୍ଡ୍ୟା, ସ୍ଵପ୍ନିଲ ସିଂ, ଟିମ ଡେଭିଡ, ରୋମାରିଓ ଶେଫର୍ଡ, ଜ୍ୟାକବ ବେଥେଲ, ଜୋଶ ହାଜଲେଉଡ, ୟଶ ଦୟାଲ, ଭୁବନେଶ୍ୱର କୁମାର, ନୁୱାନ ଥୁଶରା, ରଶିକ ସଲାମନ, ଅଭିନନ୍ଦନ ସିଂ, ସୁୟଶ ଶର୍ମା, ଭେଙ୍କଟେଶ ଆୟର, ମଙ୍ଗେଶ ଯାଦବ, ଜ୍ୟାକବ ଡଫି, ସାତ୍ଵିକ ଦେଶୱାଲ, ଜୋର୍ଡାନ କକ୍ସ, ବିକି ଓଷ୍ଟୱାଲ, କନିଷ୍କ୍ ଚୌହାନ, ଭିହାନ ମାଲହୋତ୍ରା |
କୋଲକାତା ନାଇଟ୍ ରାଇଡର୍ସ
ଅଜିଙ୍କ୍ୟ ରାହାଣେ, ଅଙ୍ଗକୃଷ ରଘୁବଂଶୀ, ଅନୁକୁଲ ରୟ, ହର୍ଷିତ ରାଣା, ମନୀଷ ପାଣ୍ଡେ, ରମଣଦୀପ ସିଂ, ରିଙ୍କୁ ସିଂ, ରୋଭମାନ ପାଓ୍ଵେଲ, ସୁନୀଲ ନାରିନ, ଉମରାନ ମଲିକ, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ, କ୍ୟାମେରନ୍ ଗ୍ରୀନ୍, ଫିନ୍ ଆଲେନ୍, ମାଥିଶା ପାଥିରାନା, ତେଜସ୍ଵୀ ସିଂହ, କାର୍ତ୍ତିକ ତ୍ୟାଗୀ, ପ୍ରଶାନ୍ତ ସୋଲାଙ୍କି, ରାହୁଲ ତ୍ରିପାଠୀ, ଟିମ୍ ସେଫର୍ଟ, ମୁସ୍ତାଫିଜୁର ରହମାନ, ସାର୍ଥକ ରଂଜନ, ଦକ୍ଷ କାମ୍ରା, ରଚିନ୍ ରବୀନ୍ଦ୍ର, ଆକାଶ ଦୀପ।
ସନରାଇଜର୍ସ ହାଇଦ୍ରାବାଦ
ଅଭିଷେକ ଶର୍ମା, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜ୍ୟାକ୍ ଏଡୱାର୍ଡସ୍, ସଲିଲ ଆରୋରା, ପ୍ରଫୁଲ୍ଲ ହିଙ୍ଗେ, ସାକିବ ହୁସେନ୍, କ୍ରାଇନସ ଫୁଲେଟ୍ରା, ଅମିତ କୁମାର, ଓଁକାର ଟର୍ମାଲେ, ଶିବମ ମାଭି, ଅନିକେତ ବର୍ମା, ବ୍ରାଇଡନ କାର୍ସେ, ଇଶାନ୍ ମାଲିଙ୍ଗା, ହର୍ଷ ଦୁବେ, ହର୍ଷଲ ପଟେଲ, ହେନରିକ କ୍ଲାସେନ୍, ଇଶାନ କିଶନ, ଜୟଦେବ ଉନାଦକତ, କାମିନ୍ଦୁ ମେଣ୍ଡିସ, ନୀତୀଶ କୁମାର ରେଡ୍ଡୀ, ପ୍ୟାଟ୍ କମିନ୍ସ, ଆର ସ୍ମରଣ, ଟ୍ରେଭିସ୍ ହେଡ୍, ଜିଶାନ୍ ଅନସାରୀ |
ଦିଲ୍ଲୀ କ୍ୟାପିଟାଲ୍ସ
ଅଭିଷେକ ପୋରେଲ, ଅଜୟ ମଣ୍ଡଳ, ଅଶୁତୋଷ ଶର୍ମା, ଅକ୍ଷର ପଟେଲ, ଦୁଷ୍ମଥା ଚମିରା, କରୁଣ ନାୟର, କେ.ଏଲ୍ ରାହୁଲ, କୁଲଦୀପ ଯାଦବ, ମାଧବ ତିୱାରୀ, ମିଚେଲ ଷ୍ଟାର୍କ, ସମୀର ରିଜଭି, ଟି ନଟରାଜନ, ତ୍ରିପୁରାନା ବିଜୟ, ଟ୍ରିଷ୍ଟନ ଷ୍ଟାବ୍ସ, ବିପ୍ରଜ ନିଗମ, ନୀତିଶ ରାଣା, ଆକିବ ନବି, ପଥୁମ ନିଶଙ୍କା, ବେନ ଡକେଟ୍, ଲୁଙ୍ଗି ଏନଗିଡି, କାଇଲ୍ ଜାମିସନ୍,ପୃଥ୍ଵ ଶ, ଡେଭିଡ ମିଲର, ସାହିଲ ପାରେଖ |
ପଞ୍ଜାବ କିଙ୍ଗ୍ସ
ଶ୍ରେୟସ୍ ଆୟର (ଅଧିନାୟକ), କୁପର କୋନୋଲି, ବେନ୍ ଡ୍ଵାରାସୁଇସ, ବିଶାଲ ନିଷାଦ, ପ୍ରବୀଣ ଦୁବେ, ଅର୍ଶଦୀପ ସିଂ, ଆଜମତୁଲ୍ଲା ଉମରଜାଇ, ହରନୂର ପନ୍ନୁ, ହରପ୍ରୀତ ବରାଡ଼, ଲକି ଫର୍ଗୁସନ୍, ମାର୍କୋ ଜନସେନ୍, ମାର୍କସ୍ ଷ୍ଟୋଇନିସ୍, ମିଚ୍ ଓଭେନ, ମୁଶୀର ଖାନ୍, ନେହଲ ଓ୍ଵେଧରା, ପ୍ରଭସିମରନ ସିଂ, ପ୍ରିୟାଂଶ ଆର୍ଯ୍ୟ, ପାୟଲା ଅବିନାଶ, ଶଶାଙ୍କ ସିଂ, ସୂର୍ଯ୍ୟାଂଶ ଶେଡଗେ, ବିଷ୍ଣୁ ବିନୋଦ, ବ୍ୟଶାଙ୍କ ବିଜୟକୁମାର, ଜାଭିୟର୍ ବାର୍ଟଲେଟ୍, ୟଶ ଠାକୁର, ୟୁଜବେନ୍ଦ୍ର ଚହଲ।
ଲକ୍ଷ୍ନୌ ସୁପର ଜିଆଣ୍ଟସ୍
ଋଷଭ ପନ୍ତ (ଅଧିନାୟକ), ଅନରିଚ ନର୍ଥଜେ, ଜୋଶ ଇଂଲିସ୍, ୱାନିନ୍ଦୁ ହସରଙ୍ଗା, ଅକ୍ଷତ ରଘୁବଂଶୀ, ମୁକୁଲ ଚୌଧୁରୀ, ନମନ୍ ତିୱାରୀ, ଅବଦୁଲ ସମାଦ, ଆଡେନ ମାର୍କରମ, ଆକାଶ ସିଂ, ଅର୍ଜୁନ ତେନ୍ଦୁଲକର, ଅର୍ଶିନ କୁଲକର୍ଣ୍ଣି, ଆବେଶ ଖାନ, ଆୟୁଷ ବାଦୋନି, ଦିଗବେଶ ରାଠି, ହିମ୍ମତ ସିଂ, ମଣିମାରମ ସିଦ୍ଧାର୍ଥ, ମାଥ୍ୟୁ ବ୍ରିଟଜକେ, ମୟଙ୍କ ଯାଦବ, ମହମ୍ମଦ ଶାମି, ମିଚେଲ ମାର୍ଶ, ମୋହସିନ୍ ଖାନ୍, ନିକୋଲାସ୍ ପୁରନ୍, ପ୍ରିନ୍ସ ଯାଦବ, ଶାହାବାଜ ଅହମ୍ମଦ |
ରାଜସ୍ଥାନ ରୟାଲ୍ସ
ଯଶସ୍ଵୀ ଜୟସ୍ଵାଲ, ବୈଭବ ସୂର୍ଯ୍ୟବଂଶୀ, ରିୟାନ ପରାଗ, ଧ୍ରୁବ ଜୁରେଲ, ଜୋଫ୍ରା ଆର୍ଚର, ନନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ, କ୍ୱେନା ମଫାକା, ଶୁଭମ୍ ଦୁବେ, ଶିମରନ ହେଟମାୟର, ଲୁଆନ୍-ଡ୍ର-ପ୍ରିଟୋରିୟସ୍, ଡୋନଭାନ୍ ଫେରେରା, ସନ୍ଦୀପ ଶର୍ମା, ଯୁଦ୍ଧବୀର ଚରକ, ରବି ବିଷ୍ଣୋଇ, ସୁଶାନ୍ତ ମିଶ୍ର, ୟଶରାଜ ପୁଞ୍ଜା, ଭିଗ୍ନେଶ ପୁଥୁର, ରବି ସିଂ, ଅମାନ ରାଓ, ବ୍ରିଜେଶ ଶର୍ମା, ଆଡମ ମିଲନେ, କୁଲଦୀପ ସେନ।
ଗୁଜୁରାଟ ଟାଇଟାନ୍ସ
ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, କୁମାର କୁଶାଗ୍ରା, ଅନୁଜ ରାୱତ, ଜୋସ୍ ବଟଲର, ନିଶାନ୍ତ ସିନ୍ଧୁ, ୱାଶିଂଟନ୍ ସୁନ୍ଦର, ଗ୍ଲେନ୍ ଫିଲିପ୍ସ, ଅର୍ଶଦ ଖାନ, ଶାହାରୁଖ ଖାନ, ରାହୁଲ ତେୱତିଆ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଇଶାନ୍ତ ଶର୍ମା, ଗୁରନୂର ସିଂ ବରାର, ରଶିଦ ଖାନ, ମାନବ ସୁଥାର, ସାଇ କିଶୋର, ଜୟନ୍ତ ଯାଦବ, ଜାସନ ହୋଲ୍ଡର, ଟମ ବ୍ୟାଣ୍ଟନ, ଅଶୋକ ଶର୍ମା, ଲ୍ୟୁକ ଉଡ, ପୃଥ୍ଵୀ ରାଜ ୟାରା |