ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଆହତ Khabar odisha : 16-12-2025 Share story: ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବାଣୀ ବିହାରରେ ଦେଖିବାକୁ ମିଳିଛି ଉତ୍ତେଜନା। କ୍ୟାମ୍ପସ ଭିତରେ ବସ୍ତି ଲୋକ ମାଡ ମାରିଥିବା ଅଭିଯୋଗ ଆସିଛି। ଏହି ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ଛାତ୍ରଛାତ୍ରୀ ମାନେ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ନଜର ଆସିଛି। ତେବେ ଏଭିଳି ପରିସ୍ଥିତି କ’ଣ ପାଇଁ ଦେଖା ଦେଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। ଅଧିକ ପଢନ୍ତୁ:୨୧ରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ Sangeeta Priyadarshini Sahoo, Author, 16-12-2025 7:56PM