A post shared by Dream Knight Stories Private Limited (@dreamknightstories)
ପ୍ରଡକ୍ସନ ହାଉସ ସେୟାର କରିଥିବା ଭିଡିଓର ସୁରେଶ ରୈନାଙ୍କୁ ପ୍ରଶଂସକଙ୍କ ସହିତ କ୍ରିକେଟ୍ ଷ୍ଟାଡିୟମରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଯାଏ ଫିଲ୍ମର ଟାଇଟଲ୍ ଘୋଷଣା କରାଯାଇ ନାହିଁ । କିନ୍ତୁ ଟିଜର ଦେଖିଲେ ଲାଗୁଛି ଫିଲ୍ମଟି କ୍ରିକେଟ୍ ଉପରେ ଆଧାରିତ । ଲୋଗାନ ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଶ୍ରବଣ କୁମାର ଫିଲ୍ମର ନିର୍ମାତା ଅଛନ୍ତି ।
ସୁରେଶ ରୈନାଙ୍କ ଫିଲ୍ମର ଡେବ୍ୟୁ ଶୁଣି ତାଙ୍କ ପ୍ରଶଂସକ ବେଶ ଉତ୍ସାହିତ ହୋଇ ଉଠିଛନ୍ତି । ପ୍ରଶଂସକ କ୍ରିକେଟଙ୍କ ଫିଲ୍ମର ଟିଜର ଉପରେ କମେଣ୍ଟ କରି କଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରୈନାଙ୍କ ସ୍ୱାଗତ କରିଛନ୍ତି ।