ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା। ଆସନ୍ତା ଏପ୍ରିଲ ୧୭ ତାରିଖରେ ପଡୁଛି ପବିତ୍ର ରାମ ନବମୀ । ଏଥିପାଇଁ ଅଯୋଧ୍ୟା ରାମ ମନ୍ଦିରରେ ସ୍ବତନ୍ତ୍ର ବ୍ଯବସ୍ଥା ହୋଇଛି। ଏପ୍ରିଲ୍ ୮ ତାରିଖରୁ ରାମ ନବମୀ ପର୍ଯ୍ୟନ୍ତ ରାମ ମନ୍ଦିରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଭବ୍ୟ ମେଳା ଅନୁଷ୍ଠିତ ହେବ। Read More >
ଆମ ରାଜ୍ୟରେ ଅନେକ ଶକ୍ତି ପୀଠ ଅଛି ଯେଉଁଠି କି ଆଦିଶକ୍ତି ମା ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ପଶ୍ଚିମ ଓଡିଶାର ପ୍ରମୁଖ ଶକ୍ତି ପୀଠର ନା ଆସିଲେ ସେଥିରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ଭାବରେ ନା ଆସିଥାଏ ମା ଘଣ୍ଟେଶ୍ଵରୀ ପିଠର । ଆଦି ଶକ୍ତି ଦେବି ହେଉଛନ୍ତି ମା ଘଣ୍ଟେଶ୍ଵରୀ । ମା ଜଗତ ଓ ଭକ୍ତଙ୍କୁ ନିଜେ ଘଣ୍ଟ ଘୋଡାଇ ରଖିଥିବାରୁ ମା ଙ୍କ ପୀଠର ନାମ ଘଣ୍ଟେଶ୍ଵରୀ ହୋଇଛି । Read More >
ଗତ କିଛି ଦିନ ତଳେ ନ୍ୟୁରାଲିଙ୍କ କମ୍ପାନୀକୁ ଐତିହାସିକ ସଫଳତା ମିଳିଥିବା ବେଳେ ଏହା ଇତିହାସରେ ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ସଫଳ ଭାବେ ଲିଙ୍କ କରିଥିଲା ବ୍ରେନ ଚିପ୍। Read More >
ନିକଟରେ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲର ଡାକ୍ତରମାନେ ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ଟ୍ରାନ୍ସପ୍ଲାଣ୍ଟ କରି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। Read More >
ହ୍ୟୁମାନ ଡେଫିସିଏନ୍ସି ଭାଇରସ୍(HIV) ଏକ ଏପରି ଭୂତାଣୁ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ। ଏହି HIV ଭୂତାଣୁ ଧୀରେ ଧୀରେ ଏକ୍ୱାୟାର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) ସୃଷ୍ଟି କରିଥାଏ। Read More >
ବିଶ୍ବର ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି 'ବିଟ୍କଏନ୍' ପୁଣି ଥରେ ଚର୍ଚ୍ଚାରେ। ୨୦୨୧ ପରେ ଚାହିଦା ହରାଇଥିବା ଏହି ଡିଜିଟାଲ୍ ମୁଦ୍ରା ପୁଣିଥରେ ଦ୍ରୁତ ଗତିରେ ଗ୍ରହଣୀୟ ହେବାରେ ଲାଗିଛି। Read More >
ଭାରତ ତଥା ଏସିଆର ବିଶିଷ୍ଟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ଗଣମାଧ୍ୟମ, ମନୋରଞ୍ଜନ ଏବଂ କ୍ରୀଡା ଶିଳ୍ପରେ ନିଜକୁ ଉପସ୍ଥିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଖବର ସାମ୍ନାକୁ ଆସିଛି। Read More >
ଚୀନର ଜିଙ୍ଗାଙ୍ଗ୍ ନାମକ ଜଣେ ବ୍ୟକ୍ତି ଭିକ୍ଷା ମାଗି ଚର୍ଚ୍ଚାରେ। ଭିକ୍ଷାମାଗି ସେ ଭାରତୀୟ ମୁଦ୍ରାରେ ପ୍ରାୟ 8 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ କଥା ହେଲା ଜିଙ୍ଗାଙ୍ଗ୍ ପ୍ରକୃତରେ ଜଣେ ଭିକାରୀ ନୁହଁନ୍ତି । Read More >
ଆଜି ହେଉଛି ପବିତ୍ର ଶିବରାତ୍ରୀ । ସାରା ଦେଶରେ ଲୋକମାନେ ଶିବରାତ୍ରୀକୁ ବହୁତ ଧୁମ୍ ଧାମରେ ପାଳୁଛିନ୍ତି । ତେବେ ଆପଣ ଜାଣିଛନ୍ତିକି ଶିବ ରାତ୍ରୀରେ ଦୀପକୁ ଖାଲି ଛାଡି ଆସିବା କଥା ନୁହଁ । ଯଦି ଆପଣ ଦୀପକୁ ଖାଲିରେ ଛାଡି ଆସୁଛନ୍ତି ତାହାଲେ ଆପଣଙ୍କ ସହିତ ଘଟି ପାରେ କିଛି ଅଘଟଣ । Read More >
ଏକ ସଦ୍ୟ ଆବିଷ୍କାର ପ୍ରାଚୀନ ଦୁନିଆର ଆଧୁନିକ ସୌନ୍ଦର୍ଯ୍ୟଚର୍ଯ୍ୟାକୁ ସାମ୍ନାକୁ ଆଣିଛି । ଅନୁସନ୍ଧାକାରୀମାନେ ଲିପଷ୍ଟିକର ଟ୍ୟୁବ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ସର୍ବପ୍ରାଚୀନ ବୋଲି କହିଛନ୍ତି । ଇରାନର ଏୌତିହାସିକ ଜୋରେଫ୍ଟ କ୍ଷେତ୍ରରେ ଏହାକୁ ଠାବ କରାଯାଇଛି । Read More >
କିଛିଦିନ ତଳେ ଅଯୋଧ୍ୟା ଠାରେ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଆମ ଦେଶ ରେ ଅନେକ ସ୍ଥାନ ରାମଙ୍କ ନାମରେ ଅଛି । Read More >
ବୟସ ଗଡିଗଲା । ଏବେ ଦୁଇ ପ୍ରେମୀ ରୋଗାଗସ୍ତ ହୋଇ ଜୀବନ ଏବଂ ମରଣ ସହ ଲଢେଇ କରୁଛନ୍ତି । ହୁଏତ ସେମାନେ ଆଉ କେଇ ଦିନର ଅତିଥି । ହେଲେ ଯେଉଁ ପ୍ରେମ ପାଇଁ ସେମାନେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । Read More >
VVPAT ଯାଞ୍ଚ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ
ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା
ଡକାୟତି ଯୋଜନାକୁ ପଣ୍ଡ : ତିନ ଗିରଫ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ