ନୂଆଦିଲ୍ଲୀ: କର୍ମଚାରୀଙ୍କ ଦୀର୍ଘମିଆଦୀ ସଞ୍ଜୟକୁ ବାଧ୍ୟତାମୂଳକ ଅବଦାନକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଆଜି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଏଫ୍ଓ) ଅଧୀନରେ ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଅର୍ଥାତ ମାସିକ ୨୫ ହଜାର ଟଙ୍କା ପାଉଥିବା କର୍ମଚାରୀମାନେ ସଂଶୋଧିତ ପିଏଫ୍ ସହିତ ଇପିଏସ୍ ଯୋଜନାରେ ସାମିଲ ହେବେ ।
Read More >