ନୂଆଦିଲ୍ଲୀ: ନାସନାଲ୍ ଟେଷ୍ଟିଂ ଏଜେନ୍ସୀ ନିଟ୍ ୟୁଜି (NEET UG) ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ମାସ ୩ ତାରିଖ, ରବିବାର ହୋଇଥିବା ନିଟ୍ ପରୀକ୍ଷା ପେପର୍ ଲିକ୍ ହୋଇଥିବା ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ହୋଇଛି । ନିଟ୍ ପରୀକ୍ଷା ଦ୍ୱିତୀୟ ଥର ପାଇଁ କରାଯିବ ବୋଲି ଏନଟିଏ ମଙ୍ଗଳବାର ଏକ ନୋଟିସ୍ ଜାରି କରି ସୂଚନା ଦେଇଛି । ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ।
Read More >