ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିବାକୁ ଯାଉଛି। ଆଣ୍ଡ୍ରଏଡ୍ (Android) ବ୍ୟବହାରକାରୀଙ୍କୁ ଠକେଇ ଏବଂ ନକଲି କଲ୍ରୁ ରକ୍ଷା କରିବା ପାଇଁ ଗୁଗଲ୍ ଏକ ନୂତନ ଫିଚର୍ Feature ଆଣିବାକୁ ପ୍ରସ୍ତୁତି କରୁଛି, ଯାହା ସନ୍ଦିଗ୍ଧ ବ୍ୟାଙ୍କ କଲ୍ ଚିହ୍ନଟ କରିବାରେ ସାହାଯ୍ୟ କରିବ।
Read More >