AAIB ପକ୍ଷରୁ ICAO, ଆମେରିକାର NTSB ଏବଂ କାନାଡାର TSB କୁ ମଧ୍ୟ ପ୍ରାଥମିକ ସୂଚନା ପଠାଯାଇଛି ଏବଂ ସମସ୍ତ ସମ୍ପୃକ୍ତ ସଂସ୍ଥା ସହିତ ମିଶି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି। ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ କରିଛି ଯେ, ଏହି ତଦନ୍ତର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା।
Read More >