ଦିନକୁ ଦିନ କୋଟାରେ ଛାତ୍ର ଜୀବନ ହାରିବା ଘଟଣା ସାମ୍ନାକୁ ଆସୁଛି । କୋଟାରେ ପାଠ ପଢି ନିଜ ଭବିଷ୍ୟତ ଗଢିବା ପାଇଁ ଯାଉଥିବା ଛାତ୍ର କୋଟାରେ ନିଜ ଜୀବନ ହାରୁଛନ୍ତି । ସୂଚନା ଅନୁସାରେ, କୋଟାରେ ପୁଣି ଜଣେ ଛାତ୍ର ନିଜ ଜୀବନ ହାରିଛନ୍ତି Read More >
ମନରେଗା ଶ୍ରମିକଙ୍କ ପାଇଁ ବଢ଼ିଲା ପାରିଶ୍ରମିକ । ନିର୍ବାଚନ ପୂର୍ବରୁ ଶ୍ରମିକ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ଶ୍ରମିକ ଖୁଶିବ୍ୟକ୍ତ କରିଛନ୍ତି । Read More >
ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । Read More >
କର୍ଣ୍ଣାଟକର ଚିତ୍ରଦୁର୍ଗରେ ଜଣେ ମହିଳା ନିଜ ସ୍ୱାମୀଙ୍କ କ୍ରିକେଟ ବେଟିଂରୁ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି । ମାର୍ଚ୍ଚ ୧୮ ରେ ଇଞ୍ଜିନିୟର ଦର୍ଶନ ବାବୁଙ୍କ ୨୩ ବର୍ଷିୟା ପତ୍ନୀ ରଂଜିତାଙ୍କ ମୃତଦେହ ସେମାନଙ୍କ ଘରର ଛାତରୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ରଂଜିତାଙ୍କ ପିତା ଭେଙ୍କଟେଶ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । Read More >
ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। Read More >
ବୁଧବାର କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସର ଡେଣା ଏୟାର ଇଣ୍ଡିଆ ବିମାନର ଡେଣା ସହିତ ଧକ୍କା ହୋଇଥିଲା। ଇଣ୍ଡିଗୋ ବିମାନ ଟ୍ୟାକ୍ସିୱେ ଦେଇ ଯାଉଥିବାବେଳେ ବିମାନର କିଛି ଅଂଶ ଏୟାର ଇଣ୍ଡିଆ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । Read More >
ଭାରସାମ୍ୟ ହରାଇ ଓଲଟିଲା କାର। ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଉତ୍ତର ପ୍ରଦେଶର ବିଜନୋର ନିକଟରେ ଘଟିଛି। Read More >
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି । ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ଅପଡାଉନ ହେଉଛି। Read More >
୨୦୨୪ ଆଗାମୀ ଲୋକସଭା ନିର୍ବାଚନ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ଗ୍ରହଣ ହୋଇ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ। ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ଭରିବାର ଶେଷ ଦିନ ରହିଛି। Read More >
ଆଜି ହେଉଛି ବିଶ୍ବ ଥିଏଟର ଡେ । ରଙ୍ଗମଞ୍ଚ କଳା ହେଉଛି ଅତି ସ୍ବତନ୍ତ୍ର, ସେଥିପାଇଁ ରଙ୍ଗମଞ୍ଚ କଳାର ସୁରକ୍ଷା ପାଇଁ 1961 ମସିହା 27 ମାର୍ଚ୍ଚକୁ ବିଶ୍ବ ରଙ୍ଗମଞ୍ଚ ଦିବସ ରୂପେ ପାଳନ କରାଯଆଏ । ଏହି ଦିବସକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ ବେଶ ଧୁମଧାମରେ ପାଳନ କରାଯାଏ । Read More >
ବିଗବସ ବିଜେତା ତଥା ହାସ୍ୟ ଅଭିନେତା ମୁନାୱାର ଫାରୁକି ଅଟକ। ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ମଙ୍ଗଳବାର ଅଟକ ହୋଇଛନ୍ତି। Read More >
ଟ୍ରେନର କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ କଲ । ଏହି କଲ ପରେ ସ୍ପେଶାଲ ଡଗ୍ ସ୍କ୍ୱାର୍ଡ ଓ ପୋଲିସ ଟ୍ରେନରେ ତଦନ୍ତ ଆରମ୍ଭ କରିଥିଲେ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା Read More >
SBI ଗ୍ରାହକଙ୍କୁ ବଡ ଝଟକା
ଗଞ୍ଜେଇ ଚାଲାଣକାରୀ ଗିରଫ
ମୃତ୍ୟୁ ପରେ ସ୍ୱାମୀ କାହାର ?
ଘରଭାଙ୍ଗିଲେ ହାତୀପଲ