ଶ୍ୱ ପାଣିପାଗ ସଂଗଠନ (WMO) ସତର୍କ କରି କହିଛି, ଆସନ୍ତା ମେ ଏବଂ ଜୁଲାଇ ମଧ୍ୟରେ ଏଲ୍ ନିନୋ ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହା ଭାରତ ସମେତ ଦକ୍ଷିଣ ଏସିଆର ପାଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ। ପ୍ରାରମ୍ଭରେ ଏହା ମୌସୁମୀ ଋତୁର ଦ୍ୱିତୀୟାର୍ଦ୍ଧ (ଅଗଷ୍ଟ-ସେପ୍ଟେମ୍ବର) ମଧ୍ୟରେ ବିକଶିତ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ଶୀଘ୍ର ପହଞ୍ଚିବ ବୋଲି ଆଶା କରାଯାଉଛି।
Read More >