ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ପରିଚାଳିତ ‘ଶେହଜାଦ ଭଟ୍ଟୀ ନେଟୱାର୍କ’ ବା ଏସିବଏନ୍ ବିରୋଧରେ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରାଳୟ ଭଟ୍ଟୀ ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । Read More >
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପଞ୍ଚାୟତ ସହାୟକମାନଙ୍କୁ ଉପହାର ଦେଇଛନ୍ତି । ଉତ୍ତର ପ୍ରଦେଶ ସରକାର ପଞ୍ଚାୟତ ସହାୟକଙ୍କ ଦରମା ବୃଦ୍ଧି କରିଥିବାବେଳେ ସରପଞ୍ଚ ଏବଂ ସଚିବମାନଙ୍କ ଉପରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ମହିଳା ପଞ୍ଚାୟତ ସହାୟକଙ୍କ ପାଇଁ ସେବା ସୁରକ୍ଷା, ନଗଦହୀନ ଚିକିତ୍ସା ଏବଂ ପ୍ରସୂତି ଛୁଟିର ସୁବିଧା ମଧ୍ୟ ପ୍ରଦାନ କରାଯିବ । Read More >
ନୂଆଦିଲ୍ଲୀ: ସମୁଦ୍ର ଭିତରେ ପାକିସ୍ତାନ ପୁଣି ଥରେ ଲଜ୍ଜା ଜନକ ବ୍ୟବହାର ଦେଖାଇଛି । ଆରବ ସାଗରରେ ଭାରତ ଜାହାଜ ସହିତ ପାକିସ୍ତାନ ଜାହାଜ ଧକ୍କା ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ଭାରତ ଅତି ଗମ୍ଭୀରତାର ସହିତ ନେଇ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଅବଗତ କରାଇଛି । ବେପରୁଆ ଓ ଅସୁରକ୍ଷିତ ଚାଳନା ପାଇଁ ଏହା ହୋଇଥିବା ଭାରତ ଅଭିଯୋଗ କରିଛି । Read More >
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏଥର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଅନେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହାମଧ୍ୟରେ ଦଳ Read More >
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜଙ୍କ ବିବାହ ତାରିଖ ଚୂଡ଼ାନ୍ତ Read More >
ନୂଆଦିଲ୍ଲୀ:କେନ୍ଦ୍ର ସରକାର ମଙ୍ଗଳବାର ୟୁପିଆଇ ପେମେଣ୍ଟ ପାଇଁ ଏକ ନୂତନ ସ୍ଲାବ୍ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚଣ୍ଟ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (ମର୍ଚ୍ଚଣ୍ଟଡ ଡିସକାଉଣ୍ଟ ରାଟ୍) ଶୁଳ୍କ ଧାର୍ଯ୍ୟ କରାଯାଇଛି। Read More >
ନୂଆଦିଲ୍ଲୀ: ଡିଜିଟାଲ୍ ଲେଣଦେଣ ଉପରେ ଶୁଳ୍କ ଲଗାଯିବା ନେଇ ଦେଖାଦେଇଥିବା ବିରୋଧ ଭିତରେ ସରକାର UPI ମର୍ଚ୍ଚଣ୍ଡ ଡିସକାଉଣ୍ଟ ରାଟ୍ (MDR) କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। Read More >
ସମଗ୍ର ଭାରତରେ ପ୍ରଭୁ ଶ୍ରୀ ଗଣେଶ ପୂଜା ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି । ଭଗବାନ ଗଣେଶଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା, ସାଜସଜ୍ଜା ଏବଂ ବିଶେଷ ଭୋଗ ସହିତ ଘର, ମନ୍ଦିର ଓ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଛି। Read More >
ପବିତ୍ର ଗଣେଶ ଚତୁର୍ଥୀର ଅବସରରେ ହାଇଦ୍ରାବାଦର ବେଗମ ବଜାରରେ ଥିବା ଲିଚି ପର୍ଲ ସେଟ୍ ଜୁଏଲସ୍ ରେ ସ୍ଥାପନ କରାଯାଇଛି ଏକ ଆକର୍ଷଣୀୟ ଭବ୍ୟ ଏବଂ ଅନନ୍ୟ ଗଣେଶ ମୂର୍ତ୍ତି Read More >
ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର ଉପରେ ପାକିସ୍ତାନ ପୁରସ୍କାର ବଢ଼ାଇବାକୁ ନେଇ ଭାରତ ମୁହତୋଡ଼ ଜବାବ ଜବାବ ଦେଇଛି । ଏହା ପାକିସ୍ତାନ ପୁରୁଣା ନାଟକ ବୋଲି କହିଛି ଭାରତ । Read More >
ନୂଆଦିଲ୍ଲୀ: ଜନ୍ତରମନ୍ତର ଛାତ୍ର ଆନ୍ଦୋଳନବେଳେ ମାରପିଟ କରିବା ଅଭିଯୋଗରେ ଗିରଫ ହୋଇଥିବା ଇନଫ୍ଲ୍ୟୁଏନ୍ସର୍ ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ପଟିଆଲା ହାଉସ୍ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କିଛି ସର୍ତ୍ତବଳୀ ରଖି ୩ ସପ୍ତାହ ପାଇଁ ଜାମିନ ମଞ୍ଜୁର କରିଦେଇଛନ୍ତି । Read More >
ନୂଆଦିଲ୍ଲୀ: ଗୁରୁଗ୍ରାମର ଚର୍ଚ୍ଚିତ ହିଟ୍-ଆଣ୍ଡ୍-ରନ୍ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗଲ୍ଫ କୋର୍ସ ରୋଡ୍ରେ ଶିବାନୀ ଚୌହାନ ଓରଫ୍ ସିୟା ନାମକ ମହିଳା ବାଇକ ଆରୋହୀଙ୍କୁ ଧକ୍କା ଦେଇ ଫେରାର ହେବା ମାମଲାରେ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରାଯାଇଛି । ଘଟଣା ପରଠାରୁ ସେ ଫେରାର ଥିବାବେଳେ ଗୁରୁଗ୍ରାମ ପୋଲିସ ତାକୁ ରାଜସ୍ଥାନର ଦୌସା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି । Read More >
ନ୍ୟୁଜିଲ୍ୟାଣ୍ଡ ସଂସଦରେ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ, ଖୁସି ପ୍ରକାଶ କଲେ PM କ୍ରିଷ୍ଟୋଫର୍ ଲକ୍ସନ୍
ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା! ଅଧିକ ଟଙ୍କା ଦେଲେ ହିଁ ମିଳିବ ରାଇଡ୍? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଜେଲ୍ରୁ ବାହାରିବାର କିଛି ଦିନରେ ପୁଣି ଅଡୁଆରେ ବିକ୍ରମ ପଣ୍ଡା; ସାକ୍ଷୀଙ୍କୁ ଧମକ ଅଭିଯୋଗରେ ନୂଆ ମାମଲା
ସେପ୍ଟେମ୍ବରରେ ପୁଣି ଡରାଇଲା ବାତ୍ୟା ଭୟ; ଚିନ୍ତା ବଢ଼ାଇଲା ବିଭିନ୍ନ ମଡେଲ୍ର ଆକଳନ, ଓଡ଼ିଶା-ଆନ୍ଧ୍ର ଉପରେ ନଜର