ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ପାଲଟିବ ବିବାହ ମଣ୍ଡପ । ପରସ୍ପରର ହାତ ଧରି ସାତ ଜନ୍ମ ପାଇଁ ଏକାଠି ହେବେ ୨ ସିଆରପିଏଫ ଯବାନ । ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ CRPFର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପୁନମ୍ ଗୁପ୍ତାଙ୍କ ହେବ ବିବାହ । ଫେବୃୟାରୀ ୧୨ରେ ଆୟୋଜନ ହେବାକୁ ଯାଉଛି ଏହି ବହୁଚର୍ଚ୍ଚିତ ବିବାହ । Read More >
ଦେଶରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା (ଏଆଇ) ଲାଗି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୩ଟି ଏଆଇ ସେଣ୍ଟର ଖୋଲିଯିବା ନେଇ ସେ କହିଛନ୍ତି, ଯେଉଁଥିପାଇଁ ୫ ଶହ କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି । Read More >
ୟୁନିୟନ ବଜେଟରେ ବାଂଲାଦେଶ ପାଇଁ 120 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନେପାଳକୁ 700 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଶ୍ରୀଲଙ୍କାକୁ 300 କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। Read More >
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କ୍ରୀଡ଼ା କ୍ଷେତ୍ର ପାଇଁ ୩୭୯୪.୩୦ କୋଟି ଟଙ୍କା ବ୍ୟୟବରାଦ ରାଯାଇଛି। ଏହା ଗତ ବର୍ଷ ତୁଳନାରେ ୩୫୨ କୋଟି ଟଙ୍କା ଅଧିକ ରହିଛି। କ୍ରୀଡ଼ା ବଜେଟ୍ରେ ଖେଲୋ ଇଣ୍ଡିଆକୁ କେନ୍ଦ୍ର ସରକାର ଗତ ଥର ପରି ଏଥର ମଧ୍ୟ ବେଶ ଗୁରୁତ୍ଵ ଦେଇଛନ୍ତି। ତୃଣମୂଳସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ବଜେଟ୍ରେ ସବୁଠୁ ଅଧିକ ଅର୍ଥରାଶି ଆବଣ୍ଟିତ କରାଯାଉଛି। Read More >
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦ୍ଵିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୮୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଗତ ପ୍ରତିରକ୍ଷା ବଜେଟ୍ ତୁଳନାରେ ଏହା ସାମାନ୍ୟ ଅଦିକ ରହିଛି। ଗତ ବଜେଟ୍ରେ ପ୍ରତିରକ୍ଷା ପାଇଁ ୬,୨୧, ୯୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। Read More >
ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବେ । Read More >
ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟ୍ ହେଉଛି ଭାରତୀୟଙ୍କ ଆଶାର ବଜେଟ୍ । ଏହା ସଞ୍ଚୟ ବୃଦ୍ଧି କରିବା ସହିତ ନାଗରିକଙ୍କ ପକେଟକୁ ପୂରଣ କରିବ । ନିବେଶକୁ ମଧ୍ୟ ବୃଦ୍ଧି ପାଇବ ଏବଂ ବିକାଶ ଖିପ୍ର ଗତିରେ ବୃଦ୍ଧି କରିବ । ଶନିବାର ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । Read More >
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବିଜେଟରେ ବହୁତ ଜିନିଷ ଶସ୍ତା ହୋଇଥିବା ବେଳେ କେତେକ ଜିନିଷ ମହଙ୍ଗା ରହିଛି । ନଜର ପକାନ୍ତୁ କେଉର୍ କେଉଁ ଜିନିଷ ମହଙ୍ଗା ହୋଇଛି । Read More >
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବିଜେଟରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିରକ୍ଷା - ୪,୯୧,୭୩୨ କୋଟି, ଗୃହ ମନ୍ତ୍ରାଳୟ - ୨,୩୩,୨୧୧ କୋଟି Read More >
ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ସମ୍ପର୍କରେ ଅନେକ ବଡ଼ ଘୋଷଣା କରିଛନ୍ତି । Read More >
ମୋଦୀ ସରକାର ୩.୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ସ୍ବାସ୍ଥ୍ୟସେବାକୁ ନେଇ ବଡ଼ ଘୋଷଣା କରାଯାଇଛି। ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। Read More >
ନୂଆଦିଲ୍ଲୀ: ମୋଦୀ ସରକାର ୩.୦ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଆସନ୍ତା ଜାଣିବା ବଜେଟରେ କଣ କଣ ଶସ୍ତା ହୋଇଛି । ଚଳିତ ବଜେଟରେ ଚିକିତ୍ସା କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଇଛି । Read More >
ଆସନ୍ତାକାଲିଠାରୁ ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ଆରମ୍ଭ
ରାଷ୍ଟ୍ରପତି ଭବନରେ ବାଜିବ ଶାହାନାଇ, ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏଭଳି ଚର୍ଚ୍ଚିତ ବିବାହ, ସାତ ଜନ୍ମ ପାଇଁ ଏକାଠି ହେବେ ୨ ସିଆରପିଏଫ ଯବାନ
ବଜେଟ୍ ୨୦୨୫-୨୬ରେ ‘AI’ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ; ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ ସେଣ୍ଟର, ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା
କେନ୍ଦ୍ର ବଜେଟରେ ପଡୋଶୀ ଦେଶକୁ ଗୁରୁତ୍ୱ; ବୈଦେଶିକ ମନ୍ତ୍ରଣାଳୟକୁ ୨୦, ୫୧୬ କୋଟିର ସହାୟତା ଘୋଷଣା; ଆର୍ଥିକ ସହାୟତା ଗ୍ରହଣ କରୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଭୁଟାନ