ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବିଜେଟରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟରେ ଏଥର କେଉଁ ବିଭାଗକୁ କେତେ ଟଙ୍କା ମିଳିଛି, ଆସନ୍ତୁ ନଜର ପକାଇବା..
କେଉଁ ବିଭାଗ ପାଇଁ କେତେ ଟଙ୍କା?
- ପ୍ରତିରକ୍ଷା - ୪,୯୧,୭୩୨ କୋଟି
- ଗୃହ ମନ୍ତ୍ରାଳୟ - ୨,୩୩,୨୧୧ କୋଟି
- କୃଷି - ୧,୭୧,୪୩୭ କୋଟି
- ଶିକ୍ଷା - ୧,୨୮,୬୫୦ କୋଟି
- ସ୍ୱାସ୍ଥ୍ୟ - ୯୮,୩୧୧ କୋଟି
- ଶକ୍ତି - ୮୧,୧୭୪ କୋଟି
- ନଗର ଉନ୍ନୟନ - ୯୬,୭୭୭ କୋଟି
- ଗ୍ରାମୀଣ ବିକାଶ - ୨,୬୬,୮୧୭ କୋଟି
- ସୂଚନା ଓ ପ୍ରଯୁକ୍ତିବିଦ୍ୟା - ୯୫,୨୯୮ କୋଟି
- ବାଣିଜ୍ୟ ଓ ଉଦ୍ୟୋଗ - ୬୫,୫୫୩ କୋଟି
- ବୈଜ୍ଞାନିକ ବିଭାଗ - ୫୫,୬୭୯ କୋଟି
- ସମାଜ କଲ୍ୟାଣ - ୬୦,୦୫୨ କୋଟି
ଅଧିକ ପଢନ୍ତୁ: ବଜେଟରେ ବିହାର ପାଇଁ ବଡ଼ ଘୋଷଣା; ବିହାରରେ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ, ବିକଶିତ ହେବ ଗ୍ରୀନଫିଲ୍ଡ ବିମାନବନ୍ଦର