ସାରା ବିଶ୍ୱରେ ସରକାରୀ ଋଣ ବୋଝ ୩୪,୬୭୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ବଣ୍ଡ୍ ୟିଲ୍ଡ ବୃଦ୍ଧି ଯୋଗୁଁ ସୁଧ ପରିଶୋଧ କରିବା ଅତ୍ୟନ୍ତ ମହଙ୍ଗା ହୋଇପଡ଼ିଛି। ଫ୍ରାନ୍ସ, ବ୍ରିଟେନ୍ରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବଜେଟ୍ ଘାଟା ଏବଂ ସୁଧ ବୋଝ ବଢ଼ୁଥିବା ବେଳେ ଭାରତର ସରକାରୀ ଋଣ GDP ର ୮୩.୪% ରହିଛି। ସୁଧ ଭରଣାରେ ଅଧିକ ଅର୍ଥ ଖର୍ଚ୍ଚ ହେବା ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।
Read More >