ଆମ ପଡ଼ୋଶୀ ଦେଶ ପାକିସ୍ତାନ ପ୍ରାୟତଃ ଆର୍ଥିକ ସଙ୍କଟ, ମହଙ୍ଗା ମାଡ଼ ଏବଂ ଋଣ ଖବର ଯୋଗୁଁ ଚର୍ଚ୍ଚାରେ ରହେ। କିନ୍ତୁ ପାକିସ୍ତାନରେ ଏମିତି ଅନେକ ଶିଳ୍ପପତି ମଧ୍ୟ ଅଛନ୍ତି, ଯେଉଁମାନେ ଅର୍ବୁଦ ଅର୍ବୁଦ (ବିଲିୟନ) ଡଲାରର ସମ୍ପତ୍ତି ଛିଡ଼ା କରିଛନ୍ତି। ଆର୍ଥିକ ସଙ୍କଟ ପରେ ମଧ୍ୟ ପାକିସ୍ତାନର ଅନେକ ଶିଳ୍ପପତି ସେଠାକାର ଅର୍ଥନୀତିରେ ବଡ଼ ଭୂମିକା ଗ୍ରହଣ କରନ୍ତି। ତେବେ ପାକିସ୍ତାନର ବିଲିୟନେୟାର ମାନଙ୍କୁ ଯଦି ଭାରତର ବିଲିୟନେୟାର ମାନଙ୍କ ସହ ତୁଳନା କରାଯାଏ, ତେବେ ସେମାନେ ବହୁତ ପଛରେ ଅଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ପାକିସ୍ତାନର ସବୁଠାରୁ ଧନୀ ବ୍ୟକ୍ତି କିଏ ଏବଂ ମୁକେଶ ଅମ୍ବାନୀଙ୍କ ଠାରୁ ତାଙ୍କ ପାଖରେ କେତେ କମ୍ ଟଙ୍କା ଅଛି।
Read More >