ମାତ୍ର ୮୭୭ ଟଙ୍କାରେ ଦେଶର ଯେକୌଣସି ସ୍ଥାନକୁ କରିହେବ ଯାତ୍ରା, ଜାଣନ୍ତୁ କିପରି କରିବେ ଟିକେଟ୍ ବୁକିଂ
Khabar Odisha:You-can-travel-anywhere-in-the-country-for-just-Rs-4-learn-how-to-book-tickets
ଦିଲ୍ଲୀ,ଜାନୁଆରୀ 15 (ଖବର ଓଡିଶା) :

ଆପଣ ସ୍ୱଳ୍ପମୂଲ୍ୟରେ ବିମାନରେ ଯାତ୍ରା କରିବାକୁ ଚାହୁଁଛନ୍ତି କି ତେବେ ହେଇଯାଆନ୍ତୁ ପ୍ରସ୍ତୁତ କାରଣ ଆପଣଙ୍କ ସ୍ୱପ୍ନ ଏବେ ହାତ ମୁଠାରେ । କାରଣ ବିମାନ କମ୍ପାନୀ ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଯାହାଫଳରେ ଆପଣ ମାତ୍ର ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଏହି ଅଫର୍ ମାତ୍ର ୫ଦିନ ପାଇଁ ଯାହା ୧୩ ଜାନୁଆରୀରୁ ଆରମ୍ଭ ହୋଇ ୧୭ ତାରିଖରେ ସରିବ ଏ ନେଇ କମ୍ପାନୀ ଟ୍ୱିଟ୍ କରି ସୂଚନା ଦେଇଛି ।

ଆପଣଙ୍କୁ ଏହାର ଲାଭ ୧ ଏପ୍ରିଲ୍ ୨୦୨୧ ଠାରୁ ୩୦ ସେପ୍ଚେମ୍ୱର ୨୦୨୧ ମଧ୍ୟରେ ନେବାକୁ ପଡ଼ିବ ଅର୍ଥାତ ଏହି ସମୟ ଭିତରେ ଦେଶର କୌଣସି ସ୍ଥାନକୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ । ଏହା ସାଙ୍ଗ କୁ ଆପଣ କ୍ରେଡିଟ୍ କାର୍ଡର ବ୍ୟବହାର କରି ଟିକେଟ୍ କିଣିଲେ ଆପଣଙ୍କୁ ଅତିରିକ୍ତ ରିହାତି ମଧ୍ୟ ମିଳିପାରିବ

  • Tags:

Subscribe

National International State Sports Entertainment