ନୂଆଦିଲ୍ଲୀ: ଇରାନରେ ଜାରି ଭୀଷଣ ସୈନ୍ୟ ସଂଘର୍ଷ ମଧ୍ୟରେ ସମଗ୍ର ଦୁନିଆରେ ଉର୍ଜା ସଙ୍କଟ ଜାରି ରହିଛି । ଏମିତି ଘଡିସନ୍ଧି ସମୟରେ ଭାରତ ବେଳ ନିଜ ଦେଶର ଜନତାଙ୍କ ଆବଶ୍ୟକତାକୁ ପୂରା କରୁନାହିଁ ବରଂ ପଡୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶର ଯତ୍ନ ନେଉଛି । Read More >
ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଜାରି ସାମରିକ ସଂଘର୍ଷ ମଧ୍ୟରେ ଇନ୍ଧନ ସଙ୍କଟ ନେଇ ଚିନ୍ତିତ ଭାରତ । ଏହା ମଧ୍ୟରେ ବି ଆସିଛି ଆଶ୍ୱସ୍ତିକର ଖବର । ଭାରତ ପାଇଁ ପେଟ୍ରୋଲିୟମ Read More >
ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୩ ଟଙ୍କାରୁ ହ୍ରାସ ପାଇ ୩ ଟଙ୍କା ହୋଇଛି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ପ୍ରତି ଲିଟର ୧୦ ଟଙ୍କାରୁ ହ୍ରାସ ପାଇ ଶୂନ୍ୟ ହୋଇଛି। Read More >
ନୂଆଦିଲ୍ଲୀ: ଶକ୍ତି ସଙ୍କଟ ମଧ୍ୟରେ ଭାରତ ସ୍ଥିତିର ମୁକାବିଲା ପାଇଁ ସମାଧାନର ମାର୍ଗ ଖୋଜି ନେଇଛି । ଭାରତ ଅନେକ ଦେଶ ସହିତ ଅଶୋଧିତ ତୈଳ ଓ ଏଲପିଜି ନେଇ ଚୁକ୍ତିନାମା କରିଛି । ଏହା ସହିତ କେଉଁ ଦରରେ କ୍ରୁଡ ଓଏଲ କିଣାଯିବ ତାର ଦର ସ୍ଥିତ ହୋଇଛି । ଏହାକୁ ନେଇ ସରକାର ଆନୁଷ୍ଠାନିକ Read More >
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସମୁଦ୍ର ପଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ପ୍ରତି ବିପଦ ବଢିବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ଭାରତୀୟ ନୌସେନା ନିଜର ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସକ୍ରିୟ ହୋଇଉଠିଛି। ଭାରତୀୟ ନୌସେନାର ସୁରକ୍ଷା ଏବଂ ମାର୍ଗଦର୍ଶନରେ ତୈଳ ଓ LPG ବାହୀ ଜାହାଜଗୁଡ଼ିକ ସୁରକ୍ଷିତ ଭାବେ ଫେରୁଛନ୍ତି। Read More >
ବ୍ୟବସାୟ ଟାଇକୁନ୍ ଅନିଲ ଅମ୍ବାନୀ ରିଲାଏନ୍ସ କମ୍ୟୁନିକେସନ୍ସ (ଆର୍ କମ୍) ଏବଂ ଅନ୍ୟାନ୍ୟ ଗ୍ରୁପ୍ କମ୍ପାନୀଗୁଡ଼ିକ ସହିତ ଜଡିତ ୪୦,୦୦୦ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ବ୍ୟାଙ୍କଗୁଡ଼ିକୁ ବକେୟା ଋଣ ପରିଶୋଧ କରିବା ପାଇଁ ଏକ ପର୍ଯ୍ୟାୟକ୍ରମେ ପେମେଣ୍ଟ ଯୋଜନା ପ୍ରଦାନ କରିଛନ୍ତି। Read More >
ନୂଆଦିଲ୍ଲୀ: ଭାରତୀୟ ପତାକା ଥିବା ଦୁଇଟି ଏପଲିଜି ଟ୍ୟାଙ୍କର ଯୁଦ୍ଧ ପ୍ରଭାବିତ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଅତିକ୍ରମ କରିଛି। ଏହି ଜାହାଜ ସୋମବାର ସକାଳେ ପାରସ୍ୟ ଉପସାଗରରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜର ଟ୍ରାକିଙ୍ଗ ଡାଟା ଅନୁସାରେ ଇରାନର ଲାରକ ଓ Read More >
ନୂଆଦିଲ୍ଲୀ: ଇରାନ ଯୁଦ୍ଧ କାରଣରୁ ଘରୋଇ ବଜାରରେ ଏଲପିଜି ସଙ୍କଟ ଦେଖା ଦେଇଛି । ସ୍ଥିତିର ମୁକାବିଲା ପାଇଁ ସରକାରୀ ତୈଳ କମ୍ପାନି ଏକ ପ୍ଲାନ ଉପରେ ବିଚାର କରୁଛନ୍ତି । Read More >
ଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଦେଶରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏଲପିଜି (Commercial LPG) ଯୋଗାଣକୁ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଏହି ଅତିରିକ୍ତ ଆବଣ୍ଟନ ଲାଗୁ ହେବ, ଯାହାଫଳରେ ମୋଟ ଯୋଗାଣ ପରିମାଣ ୫୦ ପ୍ରତିଶତରେ ପହଞ୍ଚିବ। Read More >
ଭାରତ ନିଜର ଶକ୍ତି ଆବଶ୍ୟକତା ପାଇଁ ଅଶୌଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍.ପି.ଜି ଆମଦାନୀ ଉପରେ ଅଧିକ ନିର୍ଭରଶୀଳ । ଭାରତ ଏହି ଆବଶ୍ୟକତା ପାଇଁ ରୁଷିଆ, ଇରାକ ଏବଂ କତାର ଭଳି ଦେଶରୁ ଆମଦାନୀ କରୁଥିଲା । ଏହାଦ୍ୱାରା ଭାରତର ଶକ୍ତି ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । Read More >
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ଭୀଷଣ ଯୁଦ୍ଧ ସମୟରେ ଭାରତର ଉର୍ଜା ବଜାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଭାରତରେ ଅଶୋଧିତ ତେଲର ବିଶୋଧନ କରୁଥିବା କମ୍ପାନି ପୁଣି ଥରେ ଇରାନଠୁ ଅଶୋଧିତ Read More >
ଶୁକ୍ରବାର ଦିନ ଡଲାର ତୁଳନାରେ ଭାରତୀୟ ଟଙ୍କା ପ୍ରଥମ ଥର ପାଇଁ ୯୩ ର ସ୍ତର ଅତିକ୍ରମ କରିଛି। ଯଦି ଗତ ପ୍ରାୟ ୧ ବର୍ଷର କଥା କହିବା, ତେବେ ଡଲାର ତୁଳନାରେ ଟଙ୍କା ପ୍ରାୟ ୧୦ ଟଙ୍କା ଅର୍ଥାତ୍ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଯେଉଁଥିପାଇଁ ସାଧାରଣ ଲୋକଙ୍କ ଜୀବନ ଏବଂ ଦେଶର ଅର୍ଥନୀତି ଉପରେ ଗଭୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତୁ ଏହାକୁ ସବିଶେଷ ଭାବରେ ବୁଝିବାକୁ ଚେଷ୍ଟା କରିବା। Read More >
ଆସନ୍ତା ସପ୍ତାହରେ ବ୍ୟାଙ୍କ କାମ ଅଛି କି? ୬ ଦିନ ପାଇଁ ବନ୍ଦ ରହିବ ଶାଖା, ଯାଞ୍ଚ କରନ୍ତୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଛୁଟି ତାଲିକା
ଶାଶୁ ଶ୍ୱଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହେଁ ବୋହୂ: ଆହ୍ଲାବାଦ ହାଇକୋର୍ଟ
ପାକିସ୍ତାନରେ ସ୍ମାର୍ଟ ଲକଡାଉନ ଖବର ମିଛ, ସରକାର କହିଲେ- ରାଜ୍ୟଗୁଡିକ ସହ ଆଲୋଚନା ପରେ ହେବ ନିଷ୍ପତ୍ତି
ଆସନ୍ତାକାଲି ଇସ୍ତଫା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର !