ବିଜେଡିର ଟାଣୁଆ ନେତା କହୁଥିଲେ ଯେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହୁଥିଲେ ଯେ ବକେୟା ରାଜସ୍ୱ ଆଦାୟ ନ ହେବା ପଛରେ ମିଲି ଭଗତ ରହିଛି
Khabar Odisha:BJD-Ranendra-Pratap-Swain
ବିଜେଡିର ଟାଣୁଆ ନେତା  କହୁଥିଲେ ଯେ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହୁଥିଲେ ଯେ ବକେୟା ରାଜସ୍ୱ ଆଦାୟ ନ ହେବା ପଛରେ ମିଲି ଭଗତ ରହିଛି । ଏଥିରେ ଓକିଲ ମାନଙ୍କର ଉକ୍ତ କମ୍ପାନୀ ମାନଙ୍କ ସହ ମିଲିଭଗତ ଥିବା ସେ ଉଲ୍ଲେଖ  କରୁଥିଲେ । 
ତେବେ କଣ କେବଳ ଓକିଲ ମାନଙ୍କର ହିଁ ମିଲି ଭଗତ ରହିଛି ତାଙ୍କ ଦଳ ଅର୍ଥାତ ଶାସକ ବିଜେଡିର ଏଥିରେ କଣ କୌଣସି ଭୂମିକା ନାହିଁ ?
-  ଚିତ୍ରଗୁପ୍ତ  
 
  • Tags:

Subscribe

National International State Sports Entertainment