ଜଳୁଛି ସହର, କଲବଲ ହେଉଛନ୍ତି ସହରବାସୀ। ଦିନକୁ ଦିନ ଅସହ୍ୟ ହେବାକୁ ଲାଗିଲାନି ତାତି। ପାରଦ ବଢିବା ଫଳରେ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆସନ୍ତା୨୬ ତାରିଖ ଯାଏ ହିଟୱେଭ ୱାର୍ଣ୍ଣିଂ ଜାରି ରହିବ। ଆଜି ସିଭିୟର ହିଟୱେଭ ପାଇଁ ୭ ଜିଲ୍ଲା ଝାରସୁଗୁଡ଼ା ,ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
Read More >