ଲାଇକଷ୍ଟେଜ କୋଲକାତାରେ ଏହାର ସର୍ବପ୍ରଥମ କ୍ରିୟଟର ମିଟ୍ ଆୟୋଜନ କରି ଭାରତୀୟ ସୋସିଆଲ ମିଡିଆ ସ୍ପେସରେ ଏହାକୁ ପୋଷ୍ଟ କରିଛି। ସ୍ପଟ୍ ଲାଇଟ୍ ଏହି ଗତିଶୀଳ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କିଛି ନିଆରା କରିବାକୁ ଚେଷ୍ଠା କରିଛି। Read More >
ରିଲ୍ସ ବନାଇବା ଚକ୍କରରେ ବନ୍ଧା ହେଲେ ଯୁବତୀ। ଅସ୍ତ୍ରଶସ୍ତ୍ର ଦେଖାଇ ରିଲ୍ସ ଭିଡିଓ କରିବା ଦ୍ୱାରା ତାଙ୍କୁ ଘରୁ ଉଠାଇ ନେଇଛି ପୁଲିସ। Read More >
ଏଲନ୍ ମସ୍କ ଘୋଷଣା କରିଛନ୍ତି ଯେ , ଗାଜାର ଲୋକଙ୍କୁ ସେ ସହାୟତା କରିବେ । ଗାଜାକୁ ସହାୟତା ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଯୋଗାଯୋଗ କରିବାରେ ମସ୍କ ସହାୟତା କରିବେ । Read More >
ଏକ୍ସ ବ୍ୟବହାର କରୁଥିବା X ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଥର ଏକ୍ସରେ ମଧ୍ୟ ଆପଣ ଭିଡିଓ ଓ ଅଡିଓ କଲ କରିପାରିବେ। Read More >
ମେଟା, ବିଲିୟନେୟାର ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନୀ ମେଟା ବିରୋଧରେ ୪୦ଟି ଆମେରିକୀୟ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଛି। Read More >
ରାଞ୍ଚିର ନିବାସୀ ପ୍ରେମ ଗୁପ୍ତା ନିଜ ଝିଅକୁ ତାଙ୍କ ଶାଶୁ ଘରୁ ଯାଇ ଆଣିଥିଲେ | ନେଇଯିବାବେଳେ ସଙ୍ଗୀତ ଏବଂ ବାଣ ଫୁଟାଇ ବିବାହ ଶୋଭାଯାତ୍ରା କରିଥିଲେ | Read More >
ହମାସ୍ ଆତଙ୍କବାଦୀ ସଂଗଠନକୁ ଲାଗିଛି ଆଉ ଏକ ବଡ଼ ଝଟକା । ସୋସିଆଲ ମିଡିଆ ଏକ୍ସରେ ହମାସ୍ ସହ ଜଡ଼ିତ ଥିବା ବହୁ ଆକାଉଣ୍ଟକୁ ହଟାଇ ଦିଆଯାଇଛି । Read More >
ଆସିଛି ପାର୍ବଣର ଋତୁ । ପାର୍ବଣ ଋତୁରେ ଜଗତଜନନୀଙ୍କ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଶକ୍ତିପୀଠମାନଙ୍କରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ବିଧି । ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କ ଦର୍ଶନ ଦେବେ ମାଆ ଜଗତଜନନୀ ଦୁର୍ଗା । ଆମ ଦେଶରେ ଶକ୍ତି ପୂଜାର ପରମ୍ପରା ଯୁଗଯୁଗ ଧରି ଚଳିଆସୁଛି । କଳସ ଯାତ୍ରାରୁ ଆରମ୍ଭ ହୋଇଥାଏ ମାଆଙ୍କ ଏହି ଷୋଡଶ ଉପଚାର ବିଧି । Read More >
ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି ଭ୍ଲଗ କରିବାରେ ସମସ୍ତେ ବ୍ୟସ୍ତ । ନୂଆ ଥିମରେ ନୂଆ କଣ୍ଟେଣ୍ଟ ଦେଇ ନିଜ ଫଲୋଅରସ ବଢାଇବା ସହ ଏହା ରୋଜଗାରର ମାଧ୍ୟମ ମଧ୍ୟ ହେଇପାରୁଛି । ଆପଣ ମାନେ ଜାଣିଛନ୍ତି କି ଏପରି ଏକ ଗାଁ, ଯେଉଁଠି ରହିଛନ୍ତି ଘରେ ଘରେ ୟୁଟ୍ୟୁବର ଯେଉଁଠି କେବଳ ଯୁବକ କି ପିଲା ନୁହେ ୮୫ ବର୍ଷୀୟ ବୃଦ୍ଧ ବି ଅଭିନୟ କରନ୍ତି । Read More >
ଅଡି କାର୍ର ମାଲିକ ହେବା ଅନେକଙ୍କ ପାଇଁ ସ୍ବପ୍ନ ହୋଇଥାଏ । ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥାଏ । ଉଚ୍ଚ ପ୍ରତିଷ୍ଠିତ ଧନୀକ ଶ୍ରେଣୀର ଲୋକେ ବି ଅଡି କାର୍ କିଣିବା ପୂର୍ବରୁ ନିହାତି ପକ୍ଷେ ଦୁଇ ଥର ଭାବିଥାନ୍ତି । ମାତ୍ର କେରଳ ରାସ୍ତାରେ ଏପରି ଏକ ଦୃଶ୍ୟ ଦେଖି ଆପଣ ଚକିତ ହୋଇଯିବେ । Read More >
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ବଡ ଖବର । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏକ୍ସର ମାଲିକ ଏଲନ ମସ୍କ ଯୋଜନା କରୁଛନ୍ତି କି, ସମସ୍ତ ଏକ୍ସ ବ୍ୟବହାରକାରୀଙ୍କ ଠାରୁ ମାସିକ ବିଲ୍ ଆଦାୟ କରିବେ । ଏନେଇ ଏଲନ୍ ମସ୍କ ନିଜେ ଖୁଲାସା କରିଛନ୍ତି । Read More >
ଏବେ ସାରା ବିଶ୍ୱରେ କୋଟି କୋଟି ଲୋକ ଗୁଗଲର ବିଭିନ୍ନ ପ୍ରକାରର ଉପଯୋଗ କରୁଛନ୍ତି , କିଏ ଗୁଗଲରୁ ପାଠ ପଢୁଛି ତ ଆଉ କିଏ ଗେମ ଖେଳି ମନୋରଞ୍ଜନ କରୁଛି , କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଆପଣ ସର୍ଚ୍ଚ କଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବା ସହ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥାଏ । Read More >
ଆସନ୍ତା ଦୁଇ ଦିନ ପାଇଁ ହିଟୱେଭ୍ ନେଇ ରେଡ୍ ଆଲର୍ଟ ଜାରି
ହସ୍ପିଟାଲ ପରିସରରେ ଖୋଲି ପାରିବେନି ଔଷଧ ଦୋକାନ
ମେ’ ୨୦ରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଜ୍ଞପ୍ତି
ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ