ଭୁବନେଶ୍ୱର: ଦୀର୍ଘ ଦିନର ଖୋଳତାଡ଼ ପରେ ଶେଷରେ ବନ୍ଧା ହୋଇଛନ୍ତି ବିଜେଡ଼ି ଯୁବ ନେତା ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । Read More >
ଭୁବେନେଶ୍ୱର: ଆଜି ଦ୍ୱିତୀୟ ଦିନରେ କଂଗ୍ରସେ ବିଧାୟକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଧାୟକମାନେ ବିଧାନସଭା ଗୃହ ବର୍ଜନ କରିଛନ୍ତି । ଅନ୍ୟପକ୍ଷରେ ବିଜେଡ଼ି ଆଜି ପୋଲାଭରମ ପ୍ରସଙ୍ଗରେ ସରକାରଙ୍କୁ ଘେରି ନାରାବାଜି କରିଛି । Read More >
ପୁଣି ଥରେ ନବୀନ ନିବାସରେ ଭିକେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି । ବିଜେଡି ନେତା ମନ୍ମଥ ରାଉତରାୟ ଓ ତାଙ୍କ ନବ ବିବାହିତା ପତ୍ନୀଙ୍କ ସହ ପାଣ୍ଡ୍ୟାଙ୍କ ଫଟୋ ସାମ୍ନାକୁ ଆସିଛି । Read More >
ବିଶୃଙ୍ଖଳା ଆଚରଣ ପାଇଁ ଗୃହରୁ ସପ୍ତାହେ ଯାଏ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ ପ୍ରତିକ୍ରିୟା ଦେଇଛନ୍ତି । Read More >
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ମୁସ୍କିଲ ପୁଣି ଥରେ ବଢିବାକୁ ଯାଉଛି। ଦିଲ୍ଲୀର ଏକ ଅଦାଲତ କେଜ୍ରିଓ୍ଵାଲଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। ଜନତାଙ୍କ ଅର୍ଥର ଦୁରୁପଯୋଗ ଅଭିଯୋଗରେ କେଜ୍ରିଓ୍ଵାଲ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୋର୍ଟ କହିଛନ୍ତି। ଏଥିସହ କୋର୍ଟ ଦିଲ୍ଲୀ ପୋଲିସକୁ ମାର୍ଚ୍ଚ ୧୮ ତାରିଖ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। Read More >
ନୂଆଦିଲ୍ଲୀ: ଏଠାରେ ଏକଛତ୍ରବାଦ ଶାସନ ଚାଲିଛି । କ’ଣ କ’ଣ ଠୋକିବାର ଅଛି କୁହ, ଆମେ ଠିକରେ ଠୋକି ଦେବୁ । ସଂସଦରେ ଆଜି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ । ଯାହାକୁ ନେଇ ଗୃହରେ ଜୋର ଦାର ହଙ୍ଗାମା ହୋଇଛି । Read More >
କଟକ: ଦୁଇ ବିଜେଡି ବିଧାୟକଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ବିଜେଡି ବିଧାୟିକା ମନୋରମା ମହାନ୍ତି ଏବଂ ବିଧାୟକ ଅଶ୍ୱିନୀ ପାତ୍ର ହାଇକୋର୍ଟରୁ ମଙ୍ଗଳବାର ନିରାଶ ହୋଇଛନ୍ତି । ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ କରିଥିବା ପାଲଟା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଉଭୟଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି । Read More >
ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ ତ୍ରିଭାଷା ଫର୍ମୁଲାକୁ ନେଇ ତାମିଲନାଡୁରେ ଲଗାତାର ବିରୋଧ ବଢିବାରେ ଲାଗିଛି । ଡିଏମକେ ଅଭିଯୋଗ କରିଛି ଯେ, ତ୍ରି ଭାଷା ଫର୍ମୁଲା ଜରିଆରେ ତାମିଲନାଡୁ ଉପରେ ହିନ୍ଦୀ ଥୋପିବାର ପ୍ରୟାସ କରାଯାଉଛି । Read More >
ଭୁବନେଶ୍ୱର: ଆଜି ବିଧାନସଭାରେ ବିଜୁ ଜନତା ଦଳ ଏବଂ କଂଗ୍ରେସ ଯେଉଁଭଳି ଅଶୋଭନୀୟ ଆଚରଣ କରିଛି, ମହିଳା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗି ଅପମାନିତ କରିବା, ମନ୍ତ୍ରୀଙ୍କ ମାଇକ ଭାଙ୍ଗିବା, ଏହା କ’ଣ ଗଣତନ୍ତ୍ର ? Read More >
ଭୁବନେଶ୍ୱର: ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ବିଧାନସଭା ଗୃହ ସରଗରମ ରହିଛି । ଦୁଇ ଦିନ ହେବ ପ୍ରଶ୍ନୋତ୍ତର କାଳ ଠପ୍ ହୋଇଯାଉଛି । ଆଜି ଗଣତନ୍ତ୍ରର ପବିତ୍ର ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ନେଇ ଏବେ ରାଜ୍ୟ ରାଜନୀତିର ପାରଦ ପୂରା ଉପରକୁ ଉଠିଯାଇଛି । ତେବେ ଏହାକୁ ନେଇ ବିଜେପି ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବିଧାୟକ ଦଳ ବୈଠକ ଡାକାଯାଇଛି । Read More >
ଭୁବନେଶ୍ୱର: ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭା ଗୃହରେ ଆଜି ଶାସକ ଓ ବିରୋଧୀ ସଦସ୍ୟମାନେ ସବୁ ଗାରିମା ଭଙ୍ଗ କରିଛନ୍ତି । ଉଭୟ ପକ୍ଷର ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଣାୟତ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । Read More >
ହାତକୁ ଦି ହାତ ହେବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ଆସନ୍ତାକାଲି ମାର୍ଚ୍ଚ ୧୨ ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। Read More >
୨୦୨୬ ଘୋଷଯାତ୍ରା ବେଳକୁ ସରିବ ଗୁଣ୍ଡିଚା ମନ୍ଦିର ରୋଷ ଘର କାମ;ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରୋହିତ ଶର୍ମା ଅବସର ନେବା ଉଚିତ୍ କି ନାହିଁ ? ଜବାବ ଦେଲେ ଡିଭିଲିୟର୍ସ
କଟକରେ ବେଆଇନ ବନ୍ଧୁକ କାରଖାନା ଠାବ : ୩ ଜଣ ଗିରଫ
ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ