ଶ୍ରୀଜିଉଙ୍କ ଦର୍ଶନ ହେବ ଆହୁରି ସହଜ; ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ଏଣିକି ଆଧାର ଦେଖାଇଲେ ସିଧା ଶ୍ରୀମନ୍ଦିରକୁ ପ୍ରବେଶ
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଆଉ ଏକ ବଡ଼ ଆକ୍ସନ୍; ବିଡାନାସୀରୁ ଗିରଫ ହେଲା ଅଭିଯୁକ୍ତ; ସଂଖ୍ୟା ପହଞ୍ଚିଲା ୧୯ରେ
ଜାଲ୍ ଜାତିଗତ ପ୍ରମାଣ ଦେଇ ଚାକିରୀ କରିବା ଅଭିଯୋଗ ଶିକ୍ଷକ ବହିଷ୍କୃତ
ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ; ତିନି ମହଲା କୋଠା, ୧୫ ପ୍ଲଟ୍ ଓ ବିଦେଶୀ ମୁଦ୍ରା ଜବତ
ରଥଯାତ୍ରା ସମନ୍ୱୟ ବୈଠକ, ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ୱ
ସମ୍ପୂର୍ଣ୍ଣ ରାଜ୍ୟକୁ ଛୁଇଁଲା ମୌସୁମୀ
ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ୭କୁ ବଢ଼ିଲା ମୃତ୍ୟୁ ସଂଖ୍ୟା; ସହାୟତା ରାଶି ବଢ଼ାଇଲେ ମୋହନ ମାଝୀ
ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ; ସଂଗଠନରୁ ସମାବେଶ, ଜୋରଦାର ପ୍ରସ୍ତୁତିରେ ବିଜେପି
ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍; ଆସନ୍ତା ୨୮ ତାରିଖରେ ହେବ ଆରଆଇ ଅମିନ ପରୀକ୍ଷା, ବଦଳିବ ଓଟିଇଟି ତାରିଖ
ପୁରୀ ସହର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ, ଛୁରୀ ଦେଖାଇ ପର୍ଯ୍ୟଟକଙ୍କ ଠାରୁ ଲୁଟ୍
ପଲିଥିନକୁ ବାଏ ବାଏ; ଆସନ୍ତାକାଲିଠାରୁ ବ୍ରହ୍ମପୁରରେ କଡ଼ା ଆକ୍ସନ, ଧରାପଡ଼ିଲେ ଗଣିବେ ତଣ୍ଡ
ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି
ବରିଷ୍ଠ ଆଇନଜୀବୀ ତଥା ବିଜେଡ଼ି ନେତାଙ୍କ ସନ୍ଦେହ ଜନକ ମୃତ୍ୟୁ, ରେଳ ଲାଇନରୁ ମିଳିଲା ମୃତଦେହ
ମୃତ କର୍ମଚାରୀଙ୍କ ବିବାହିତ ଝିଅ ବି ଚାକିରି ପାଇବାକୁ ହକଦାର; ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟଙ୍କ ଐତିହାସିକ ରାୟ
ସରୁନି ତାମିଲନାଡ଼ୁ ଦୁଃଖ: ପୁଣି ଜଣେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ
ଜାତୀୟ ରାଜପଥକଡ଼ରେ ଛିଡ଼ା ହୋଇଥିଲା ଟ୍ରକ୍; ଭାରସାମ୍ୟ ହରାଇଲେ ବାଇକ୍ ଆରୋହୀ
୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି, ଏଲ ନିନୋ’ ମୁକାବିଲା ଉପରେ ଗୁରୁତ୍ୱ
ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ
ପ୍ରେମ, ପ୍ରତିଶ୍ରୁତି, ପ୍ରତାରଣା: ମହିଳାଙ୍କ ଟଙ୍କାରେ ଦୁବାଇ ବୁଲା, ଧୋକା ଦେଇ ଡାକ୍ତର ଗିରଫ
୨୯ ଜୁନରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଟାଇଗର ରିଜର୍ଭ; ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗର ବଡ଼ ଘୋଷଣା
ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ
ରାଜଧାନୀରେ ପୁଣି ଜମିବ ସିନେମାର ମହାକୁମ୍ଭ; ୪ ଦିନ ଧରି ଚାଲିବ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍
୮ ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କୃତ କଲେ ମମତା
ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଢ଼ିଲା ତଦନ୍ତର ଘେରା, ଦୁଇ ଦିନିଆ ରିମାଣ୍ଡରେ ପ୍ରେମିକ ଭୀମସେନ; ହୋଇପାରେ ଲାଇ-ଡିଟେକ୍ସନ ଟେଷ୍ଟ